ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ, ସ୍ବାଭାବିକ ହେଲା ସୁକିନ୍ଦା କ୍ରୋମାଇଟ୍ - ଡେପୁଟି ଡାଇରେକ୍ଟର ମାଇନ୍ସ

ଲାଗୁ ହେଲା ହାଇକୋର୍ଟଙ୍କ ନିର୍ଦ୍ଦେଶ । ଫାଷ୍ଟ କମ୍ ଫାଷ୍ଟ ଲୋଡ କରିବା ପାଇଁ ପ୍ରଶାସନ ପକ୍ଷରୁ କଡାକଡି ଭାବେ ନିୟମ ଲାଗୁ କରାଯାଇଛି ସୁକିନ୍ଦା କ୍ରୋମାଇଟ୍ ଖଣିରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 7, 2019, 12:25 AM IST

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମାଇଟ୍ ପରିବହନକୁ ନେଇ ଦୀର୍ଘ ଦିନ ହେଲା ଲାଗିରହିଥିବା ଅସ୍ଥିରତା ଆପାତତ ସମାଧାନ ହୋଇଛି । ଏନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏଥିରେ ଯାଜପୁର ଏସପି ଚରଣ ସିଂ ମିନା, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ, ଡେପୁଟି ଡାଇରେକ୍ଟର ମାଇନ୍ସ, ଅତିରିକ୍ତ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଫାଷ୍ଟ କମ୍ ଫାଷ୍ଟ ଲୋଡ କରିବା ପାଇଁ ପ୍ରଶାସନ ପକ୍ଷରୁ କଡାକଡି ଭାବେ ନିୟମ ଲାଗୁ କରାଯାଇଛି । ଫଳରେ ଗତକାଲି ଠାରୁ କ୍ରୋମାଇଟ ଖଣି ଅଞ୍ଚଳରେ ସ୍ବାଭାବିକ ଅବସ୍ଥା ଫେରି ଆସିଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ବ୍ୟକ୍ତି ବିଶେଷ ଓ ସଂସ୍ଥା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Slug- 1ST COME 1ST LOAD
format--avb
reporter—Gyanaranjan ojha
place--jajpur
date--06.09.19
Anchor-- ଯାଜପୁର ଜିଲା ସୁକିନ୍ଦା କ୍ରୋମାଇଟ୍ ପରିବହନ କୁ ନେଇ ଦୀର୍ଘ ଦିନ ହେଲା ଲାଗିରହିଥିବା ଅସ୍ଥିରତା ଆପାତତ୍ ସମାଧାନ ହୋଇଛି । ଏ ନେଇ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଏସପି ଚରଣ ସିଂ ମିନା,କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ,ଡେପୁଟି ଡାଇରେକ୍ଟର ମାଇନ୍ସ,ଅତିରିକ୍ତ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଫାଷ୍ଟ କମ୍ ଫାଷ୍ଟ ଲୋଡ କରିବା ପାଇଁ ପ୍ରଶାସନ ପକ୍ଷରୁ କଡାକଡି ଭାବେ ନିୟମ ଲାଗୁ କରାଯାଇଛି । ଫଳରେ ଗତ କାଲି ଠାରୁ କ୍ରୋମାଇଟ ଖଣି ଅଂଚଳରେ ସ୍ୱାଭାବିକ ଅବସ୍ଥା ଫେରି ଆସିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ବ୍ୟକ୍ତି ବିଶେଷ ଓ ସଂସ୍ଥା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି ।
ବାଇଟ୍:୧.         ରଂଜନ କୁମାର ଦାସ,ଯାଜପୁର ଜିଲାପାଳ

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.