ETV Bharat / state

ଝରାଫୁଲ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଏସପିଙ୍କ ପ୍ରତିକ୍ରିୟା

author img

By

Published : Feb 3, 2021, 11:47 AM IST

Updated : Feb 3, 2021, 12:09 PM IST

ଝରାଫୁଲ ମୃତ୍ୟୁ ଘଟଣା
ଝରାଫୁଲ ମୃତ୍ୟୁ ଘଟଣା

11:34 February 03

ଝରାଫୁଲ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଏସପିଙ୍କ ପ୍ରତିକ୍ରିୟା

ଝରାଫୁଲ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଏସପିଙ୍କ ପ୍ରତିକ୍ରିୟା

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲର ରହସ୍ୟ ଜନକ ମୃତ୍ୟୁ ଘଟଣା। ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଗଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ କୁଆଖିଆ ଥାନାକୁ ନିଆଯାଇ ପୁନର୍ବାର ଅଭିଯୁକ୍ତ ରାକେଶକୁ ସ୍ବତନ୍ତ୍ର ପୋଲିସ ଟିମ୍ ଦ୍ବାରା ପଚରାଉଚୁରା ଜାରି ରହିଛି।  

ତେବେ ସେପଟେ ଆମେ ଏ ସମ୍ପର୍କରେ ଯାଜପୁର ଏସପି ରାହୁଲ୍ ପିଆରଙ୍କୁ ଭେଟିଥିଲୁ। ସେ ମଧ୍ୟ ଏ ବିଷୟରେ କିଛି ସ୍ପଷ୍ଟ କହିନଥିଲେ। ତେବେ ଏସପି କହିଲେ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ସମସ୍ତ ଘଟଣା ଜଣାପଡିବ।  

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ 

Last Updated : Feb 3, 2021, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.