ETV Bharat / state

ଅଧ୍ୟକ୍ଷା ପଦ ପ୍ରାର୍ଥୀ ପାଇଁ ପ୍ରଥମ ଫର୍ମ ନେଲେ ସଙ୍ଗୀତା

author img

By

Published : Mar 6, 2022, 7:08 AM IST

ବ୍ୟାସନଗର ପୌର ପରିଷଦର ଅଧକ୍ଷା ପ୍ରାର୍ଥୀ ପାଇଁ ପୌର କାର୍ଯ୍ୟାଳୟରୁ ପ୍ରଥମ ଫର୍ମ ନେଲେ ସଙ୍ଗୀତା ପିଙ୍ଗୁଆ । ସେ ବିଜେଡିରୁ ପ୍ରାର୍ଥୀ ହେବାକୁ ନେଇ ଚର୍ଚ୍ଚା ଚାଲିଛି । ଅଧିକ ପଢନ୍ତୁ

ଅଧକ୍ଷା ପ୍ରାର୍ଥୀ ପାଇଁ ପ୍ରଥମ ଫର୍ମ ନେଲେ ସଙ୍ଗୀତା

ଯାଜପୁର: ବ୍ୟାସନଗର ପୌର ପରିଷଦର ଅଧକ୍ଷା ପ୍ରାର୍ଥୀ ପାଇଁ ପୌର କାର୍ଯ୍ୟାଳୟରୁ ପ୍ରଥମ ଫର୍ମ ନେଲେ ସଙ୍ଗୀତା ପିଙ୍ଗୁଆ । ସେ ବିଜେଡିରୁ ପ୍ରାର୍ଥୀ ହେବାକୁ ନେଇ ଚର୍ଚ୍ଚା ଚାଲିଛି । ସୂଚନା ମୁତାବକ ଆସନ୍ତା ୨ ତାରିଖରୁ ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ପକ୍ରିୟା ଚାଲିଛି । ମାତ୍ର ୪ ଦିନ ବିତିଗଲା ପରେ ବି କୌଣସି ବ୍ୟକ୍ତି ଅଧକ୍ଷା ପଦବୀ ପାଇଁ ପ୍ରାର୍ଥୀପତ୍ର ପାଇଁ ଫର୍ମ ନେଇ ନାହାନ୍ତି ।

ତେବେ ଆଜି(ଶନିବାର) ଅଧକ୍ଷା ପଦବୀ ପାଇଁ ପ୍ରଥମ ପ୍ରାର୍ଥୀପତ୍ର ନେଇଛନ୍ତି ସଙ୍ଗୀତା ପିଙ୍ଗୁଆ । ତେବେ ପିଙ୍ଗୁଆ କିଛି ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ପୌର କାର୍ଯ୍ୟାଳୟରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ପାଇଁ ଫର୍ମ ନେଇଥିବାରୁ ସେ ବିଜେଡିର ଅଧକ୍ଷା ପଦବୀ ପ୍ରାର୍ଥୀ ହେବେ ବୋଲି ବ୍ୟାସନଗର ସହରରେ ଚର୍ଚ୍ଚା ହେଉଛି । ସେପଟେ ବ୍ୟାସନଗର ପୌର ପରିଷଦର ଅଧକ୍ଷା ପଦବୀ ଆସନଟି ଆଦିବାସୀ ଜନଜାତି ପାଇଁ ସଂରକ୍ଷିତ ଅଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.