ETV Bharat / state

ଅଭିନବ ପ୍ରତିବାଦ: ହେଲେମେଟ୍ ପିନ୍ଧି ରାସ୍ତାରେ ଶୋଇଲେ ଯୁବକ - ଚଣ୍ଡିଖୋଲରୁ କଳିଙ୍ଗନଗର

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା 53 ନଂ ଜାତୀୟ ରାଜପଥର ବଙ୍ଗଳା ଛକ ନିକଟରେ ହେଲମେଟ୍ ପିନ୍ଧି ରାସ୍ତା ଉପରେ ଶୋଇ ରାସ୍ତା ମରାମତି ଦାବି କଲେ ସ୍ଥାନୀୟ ଯୁବକ। ଅଧିକ ପଢନ୍ତୁ...

ଅଭିନବ ଉପାୟରେ ପ୍ରତିବାଦ: ହେଲେମେଟ୍ ପିନ୍ଧି ରାସ୍ତାରେ ଶୋଇଲେ ଯୁବକ

author img

By

Published : Dec 18, 2019, 7:12 PM IST

ଯାଜପୁର: ଜାତୀୟ ରାଜପଥ ମରାମତି ଦାବିରେ ଅଭିନବ ଉପାୟରେ ପ୍ରତିବାଦ। ହେଲମେଟ୍ ପିନ୍ଧି ରାସ୍ତା ଉପରେ ଶୋଇ ରାସ୍ତା ମରାମତି ଦାବି କଲେ ସ୍ଥାନୀୟ ଯୁବକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା 53 ନଂ ଜାତୀୟ ରାଜପଥର ବଙ୍ଗଳା ଛକ ନିକଟରେ ।

ଅଭିନବ ଉପାୟରେ ପ୍ରତିବାଦ: ହେଲେମେଟ୍ ପିନ୍ଧି ରାସ୍ତାରେ ଶୋଇଲେ ଯୁବକ

ସୂଚନା ମୁତାବକ, ଚଣ୍ଡିଖୋଲରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଓ ତାଳଚେରକୁ ସଂଯୋଗ କରୁଥିବା ଏହି 53 ନଂ ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି।

ମରାମତି ଅଭାବରୁ ରାସ୍ତା ସାରା ଖାଲଖମାରେ ଭର୍ତ୍ତି। ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ତେବେ ଏହି ରାସ୍ତାର ମରାମତି ଦାବିରେ ପୂର୍ବରୁ ବହୁବାର ଆନ୍ଦୋଳନ କରାଯାଇଛି। ହେଲେ କୌଣସି ସୁଫଳ ମିଳି ନାହିଁ। ବୁଧବାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଭଳି ଅଭିନବ ପ୍ରତିବାଦ କରିଥିଲେ।

ଯେଉଁ କାରଣରୁ ବହୁ ସମୟ ଧରି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ।

ଯାଜରପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug : ଅଭିନବ ଉପାୟରେ ପ୍ରତିବାଦ
Reporter :Gyanaranjan ojha
Place : Jajpur
Anchor : ଜାତୀୟ ରାଜପଥ ମରାମତି ଦାବିରେ ଅଭିନବ ଉପାୟରେ ପ୍ରତିବାଦ। ହେଲମେଟ୍ ନାଇ ରାସ୍ତା ଉପରେ ଶୋଇ ରାସ୍ତା ମରାମତି ଦାବି କଲେ ସ୍ଥାନୀୟ ଯୁବକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ୫୩ ନଂ ଜାତୀୟ ରାଜପଥର ବଙ୍ଗଳା ଛକ ନିକଟରେ। ସୂଚନା ମୁତାବକ ଚଣ୍ଡିଖୋଲ ରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଓ ତାଳଚେର କୁ ସଂଯୋଗ କରୁଥିବା ଏହି ୫୩ ନଂ ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ମରାମତି ଅଭାବରୁ ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି। ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ତେବେ ଏହି ରାସ୍ତାର ମରାମତି ଦାବିରେ ପୂର୍ବରୁ ବହୁବାର ଆନ୍ଦୋଳନ କରାଯାଇଛି। ହେଲେ କୌଣସି ସୁଫଳ ମିଳି ନାହିଁ। ତେଣୁ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଭଳି ଅଭିନବ ପ୍ରତିବାଦ କରିଥିଲେ। ବହୁ ସମୟ ଧରି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ।Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.