ETV Bharat / state

ଯାଜପୁରରୁ 10 ଫୁଟିଆ ଅଜଗର ଉଦ୍ଧାର - jajpur

ବଡ଼ଝରୀ ଗ୍ରାମରୁ ଉଦ୍ଧାର ହେଲା ବିରାଟ ଅଜଗର । ସାପଟିର ଲମ୍ବ 10 ଫୁଟ ହୋଇଥିବା ବେଳେ ଓଜନ 35 କେଜି ଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଯାଜପୁର
author img

By

Published : Jun 21, 2019, 7:48 PM IST

ଯାଜପୁର: ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀ ବଡ଼ଝରୀ ଗ୍ରାମ ନିକଟରୁ ଏକ ୧୦ ଫୁଟିଆ ଅଜଗର ଉଦ୍ଧାର କରିଛନ୍ତି । ଗତକାଲି ଠାରୁ ପ୍ରାକ୍ ମୌସୁମି ବର୍ଷା ଯୋଗୁଁ ସାପଟି ମହାବିନାୟକ ସଂରକ୍ଷିତ ଜଙ୍ଗଲରୁ ଗଡ଼ି ଆସି ଜନବସତି ଆଡ଼କୁ ପଳେଇ ଆସିଥିବା ଅନୁମାନ କରାଯାଉଛି।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଯାଜପୁର

ଉଦ୍ଧାର ଅଜଗରଟି ୮ ରୁ ୯ ବର୍ଷ ଏବଂ ଓଜନ ୩୫ କେଜି ହେବ ବୋଲି ଅନୁମାନ କରାଯାଉଛି । ବନବିଭାଗ ପ୍ରଥମେ ସାପଟିର ସ୍ବାସ୍ଥ୍ୟବସ୍ଥା ପରଖିଥିଲା ଏବଂ ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡ଼ିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug- ୧୦ ଫୁଟିଆ ଅଜଗର ଉଧ୍ୟାର ।
Anchor-ଯାଜପୁର ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀ ବଡ଼ଝରୀ ଗ୍ରାମ ନିକଟରୁ ଏକ ୧୦ ଫୁଟିଆ ଅଜଗର ଉଧ୍ୟାର କରିଛନ୍ତି ।ଗତ କାଲି ଠାରୁ ପ୍ରାକ୍ ମୈ।ସୁମି ବର୍ଷା ଯୋଗୁଁ ସାପଟି ମହାବିନାୟକ ସଂରକ୍ଷିତ ଜଙ୍ଗଲରୁ ଗଡ଼ି ଆସି ଜନବସତି ଆଡ଼କୁ ପଳେଇ ଆସିଥିବା ଅନୁମାନ କରାଯାଉଛି। ସାପଟିର ବୟସ ୮ ରୁ ୯ ବର୍ଷ ଏବଂ ଓଜନ ୩୫ କେଜି ହେବ ବୋଲି ଅନୁମାନ କରାଯାଉଛି।ସାପଟିର ସ୍ୱାସ୍ଥ୍ୟବସ୍ତା ପରଖିବା ପରେ ବନ କର୍ମଚାରୀ ମାନେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇ ଥିଲେ।Body:ScriptConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.