ETV Bharat / state

ଯାଜପୁର ଗସ୍ତରେ କେନ୍ଦ୍ରାଞ୍ଚଳ ଆରଡିସି ସଚିବ - ଆରଡିସିଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମ

ଯାଜପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ପୌରପାଳିକା କାର୍ଯ୍ୟାଳୟ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ସଚିବ। ଅଧିକ ପଢ଼ନ୍ତୁ...

RDC secretary Dhananjay Hembram, RDC secretary's jajpur visit, ଯାଜପୁର ଗସ୍ତରେ କେନ୍ଦ୍ରାଞ୍ଚଳ ଆରଡିସି ସଚିବ, କେନ୍ଦ୍ରାଞ୍ଚଳ ଆରଡିସି ସଚିବ, ଆରଡିସିଙ୍କ ସଚିବ ଧନଞ୍ଜୟ  ହେମ୍ବ୍ରମ, ଯାଜପୁର ଖବର
ଯାଜପୁର ଗସ୍ତରେ କେନ୍ଦ୍ରାଞ୍ଚଳ ଆରଡିସି ସଚିବ
author img

By

Published : Dec 10, 2019, 8:25 PM IST

ଯାଜପୁର: କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମ ମଙ୍ଗଳବାର ଦିନିକିଆ ଜିଲ୍ଲା ଗସ୍ତରେ ଆସିଥିଲେ। ସଚିବ ପ୍ରଥମେ ବ୍ୟାସନଗର ପୌରପାଳିକା କାର୍ଯ୍ୟାଳୟ ଯାଇ ସେଠାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ଯାଜପୁର ଗସ୍ତରେ କେନ୍ଦ୍ରାଞ୍ଚଳ ଆରଡିସି ସଚିବ

ପୌରପାଳିକା ପରେ ସଚିବ ବ୍ୟାସନଗରରେ ଥିବା ଆହାର କେନ୍ଦ୍ରକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏଥିରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ସହିତ କଳିଙ୍ଗନଗର ଅତରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମଧ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଆଙ୍କର
କେନ୍ଦ୍ରାଂଚଳ ଆରଡିସିଙ୍କ ସଚିବ ଧନଂଜୟ ହେମ୍ରମ ଆଜି ଦିନିକିଆ ଗସ୍ତରେ ଯାଜପୁର ଜିଲା ଆସି ବ୍ୟାସନଗର ପୌରପାଳିକା କାର୍ଯ୍ୟାଳୟ ଯାଇ ସେଠାରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାପରେ ଶ୍ରୀଯୁକ୍ତ ହେମ୍ରମ ବ୍ୟାସନଗର ସହରରେ ଥିବା ଆହାର କେନ୍ଦ୍ରକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ । ମଧ୍ୟାହ୍ନ ଭୋଜନରେ ସେ ସନ୍ତୋଷ ପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ହେମ୍ରମଙ୍କ ସହିତ କଳିଙ୍ଗନଗର ଅତରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ମଧ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ ।
ବାଇଟ୍;ଧନଂଜୟ ହେମ୍ରମ,ଆରଡିସି ସଚିବ
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.