ETV Bharat / state

ସଡକ ଦୁର୍ଘଟଣାରେ ନୌସେନା ଯବାନଙ୍କ ମୃତ୍ୟୁ

author img

By

Published : Aug 16, 2019, 9:13 PM IST

ବାଇକ ଦୁର୍ଘଟଣାରେ ଭାରତୀୟ ନୌସେନା ଯବାନଙ୍କ ମୃତ୍ୟୁ । ଛୁଟିରେ ଘରକୁ ଆସିଥିବା ବେଳେ ଘଟିଛି ଦୁର୍ଘଟଣା । ଯାଜପୁର ନମିଟିକିରି ନିକଟରେ ଘଟିଛି ଦୁର୍ଘଟଣା।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ଯାଜପୁର: ସଡକ ଦୁର୍ଘଟଣାରେ ଭାରତୀୟ ନୌସେନା ଯବାନଙ୍କ ମୃତ୍ୟୁ। ମୃତକ ହେଲେ ସଦର ଥାନା କୁନିନ୍ଦା ଗାଁର ରମେଶ ଚନ୍ଦ୍ର ସାହୁ। ରମେଶ ଛୁଟିରେ ଘରକୁ ବୁଲି ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

ପାଣିକୋଇଲିରୁ ନିଜ ବାଇକରେ ରମେଶ ଘରକୁ ଫେରୁଥିବା ବେଳେ ନମିଟିକିରି ନିକଟରେ ଘଟିଛି ଦୁର୍ଘଟଣା। ରମେଶଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ଲୋକ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ନେଉଥିବା ବେଳରେ ବାଟରେ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ସଦର ପୋଲିସ ଖବର ପାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଚିକିତ୍ସାଳୟକୁ ପଠାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Intro:ଯାଜପୁର:ସଡକ ଦୁର୍ଘଟଣାରେ ଭାରତୀୟ ନୌସେନା ଯବାନଙ୍କ ମୃତ୍ୟୁ।ମୃତକ ହେଲେ ସଦର ଥାନା କୁନିନ୍ଦା ଗାଁର ରମେଶ ଚନ୍ଦ୍ର ସାହୁ।ରମେଶ ଛୁଟିରେ ଘରକୁ ଆସିଥିଲେ।ପାଣିକୋଇଲି ରୁ ନିଜ ବାଇକ ରେ ରମେଶ ଘରକୁ ଫେରୁଥିବା ବେଳେ ନମିଟିକିରି ନିକଟରେ ଘଟିଛି ଦୁର୍ଘଟଣା। ରମେଶ ଅଧିକ ଗୁରୁତ୍ଵ ହେତୁ ସ୍ଥାନୀୟ ଲୋକ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ନେଉଥିବା ବେଳରେ ବାଟରେ ମୃତ ବରଣ କରିଥିଲେ। ତେବେ ସଦର ପୋଲିସ ଖବର ପାଇ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଚିକିତ୍ସାଳୟକୁ ପଠାଇଛି।
BreakingBody:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.