ETV Bharat / state

ଯାଜପୁର କୃଷି ବିଜ୍ଞାନ କେନ୍ଦ୍ରରେ କେନ୍ଦ୍ରୀୟ ଟିମ୍ - 2 days jajpur visit qrt team

ଗତ ରବିବାର ପଶ୍ଚିମବଙ୍ଗରୁ କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ରୀୟ ଅନୁଧ୍ୟାନକାରୀ ଦଳ ଯାଜପୁରର ବଡଚଣାସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର
author img

By

Published : Sep 30, 2019, 11:28 AM IST

ଯାଜପୁର: ଦୁଇ ଦିନିଆ ଯାଜପୁର ଗ୍ରସ୍ତରେ କେନ୍ଦ୍ରର କ୍ଷେତ୍ରୀୟ ଅନୁଧ୍ୟାନକାରୀ ଦଳ। ଗତ ରବିବାର ପଶ୍ଚିମବଙ୍ଗରୁ କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ରୀୟ ଅନୁଧ୍ୟାନକାରୀ ଦଳ ଯାଜପୁରର ବଡଚଣାସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଏହି ଦଳରେ କ୍ଷେତ୍ରୀୟ ଅଧ୍ୟକ୍ଷ ବୈଜ୍ଞାନିକ ଆର. କେ. ସାମନ୍ତ ଓ ଅନୁଧ୍ୟାନକାରୀ ଦଳର ବରିଷ୍ଠ ସଦସ୍ୟ ଏଫ୍.ଆର୍. ରେହେମାନ୍ ସହ ପ୍ରମୁଖ 5 ଜଣ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ ଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କୃଷି ବିଜ୍ଞାନ କେନ୍ଦ୍ରର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଏଥିସହ ଏହି ସମ୍ମିଳନୀରେ କୃଷକଙ୍କର ବହୁବିଧ ସମସ୍ୟାର ସମାଧାନ ଏବଂ ବିଭିନ୍ନ ପ୍ରକାର କୃଷିର ବିକାଶ ଉପରେ ଅଧିକାରୀମାନେ ଗୁରୁତ୍ବ ଆରୋପ କରିଥିଲେ ।

ତେବେ କ୍ଷେତ୍ରୀୟ ଅନୁଧ୍ୟାନକାରୀ ଦଳ ଯାଜପୁରର ବଡଚଣାସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି ଫେରିଥିବାବେଳେ ସୋମବାର ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଇ ଅନୁଧ୍ୟାନ କରିବାର ଯୋଜନା ରହିଛି ।

ଏହି ଟିମ୍ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗସ୍ତ କରି କୃଷି ବିଜ୍ଞାନ କେନ୍ଦ୍ର ଗୁଡିକ ପରିଦର୍ଶନ କରିବା ସହ ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରୁଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-qrt_team_visit
format-avo
reporter-Gyanaranjan ojha
place-jajpur
date-30.09.19
Anchor---ପଶ୍ଚିମବଙ୍ଗରୁ କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ରୀୟ ଅନୁଧ୍ୟାନକାରୀ ଦଳ ଯାଜପୁରର ବଡଚଣା ସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି ଫେରିଯାଇଛନ୍ତି । ଏହି ଦଳରେ କ୍ଷେତ୍ରୀୟ ଅଧ୍ୟକ୍ଷ ବୈଜ୍ଞାନିକ ଆର. କେ. ସାମନ୍ତ ଓ ଅନୁଧ୍ୟାନକାରୀ ଦଳର ବରିଷ୍ଠ ସଦସ୍ୟ ଏଫ୍.ଆର୍. ରେହେମାନ୍ ପ୍ରମୁଖ 5 ଜଣ ବରିଷ୍ଠ ଅଧିକାରୀ ସାମିଲ ଥିଲେ । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ ଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କୃଷି ବିଜ୍ଞାନ କେନ୍ଦ୍ରର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । କୃଷକ ମାନଙ୍କର ବହୁବିଧ ସମସ୍ୟାର ସମାଧାନ ଏବଂ ବିଭିନ୍ନ ପ୍ରକାର କୃଷିର ବିକାଶ ଉପରେ ଅଧିକାରୀ ମାନେ ଗୁରୁତ୍ବ ଆରୋପ କରିଥିଲେ । ଏହି ଟିମ୍ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗସ୍ତ କରି କୃଷି ବିଜ୍ଞାନ କେନ୍ଦ୍ର ଗୁଡିକ ପରିଦର୍ଶନ କରିବା ସହ ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରୁଛନ୍ତି ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.