ETV Bharat / state

ବିଭିନ୍ନ ସମସ୍ୟା ନେଇ ସିମେଣ୍ଟ ପ୍ଲାଣ୍ଟ ସମ୍ମୁଖରେ ପ୍ରତିବାଦ

author img

By

Published : Jan 20, 2021, 4:13 PM IST

ଧର୍ମଶାଳା ଥାନା ହରିଦାସପୁର ରାମକୋ ସିମେଣ୍ଟ ପ୍ଲାଣ୍ଟ ସମ୍ମୁଖରେ ଧର୍ମଶାଳା ଅଞ୍ଚଳବାସୀ ଓ ବେକାରୀ ବିରୋଧୀ ମଞ୍ଚ ପକ୍ଷରୁ ପ୍ରତିବାଦ ଓ ଧାରଣା । ଅଧିକ ପଢନ୍ତୁ .....

ବିଭିନ୍ନ ସମସ୍ୟା ନେଇ ସିମେଣ୍ଟ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଓ ପ୍ରତିବାଦ

ଯାଜପୁର:ଧର୍ମଶାଳା ଥାନା ହରିଦାସପୁର ରାମକୋ ସିମେଣ୍ଟ ପ୍ଲାଣ୍ଟ ସମ୍ମୁଖରେ ଧର୍ମଶାଳା ଅଞ୍ଚଳବାସୀ ଓ ବେକାରୀ ବିରୋଧୀ ମଞ୍ଚ ପକ୍ଷରୁ ପ୍ରତିବାଦ ଓ ଧାରଣା । ଏଥିରେ ସ୍ଥାନୀୟ ଅଞ୍ଚଳର ପ୍ରାୟ 3 ଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।

ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ନିଯୁକ୍ତି ନଦେବା, ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନନେବା ,ସରକାରୀ ଓ ଘରୋଇ ଜମି ହଡପ କରିବା ,ଧୂଳିଧୂଆଁରେ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢିବା ଇତ୍ୟାଦି ଘଟଣାକୁ ଏହି ପ୍ରତିବାଦ କରି ରାମକୋ କମ୍ପାନୀ ଗେଟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ଚଳାଇଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣା ସ୍ଥଳରେ କୁଆଖିଆ, ଧର୍ମଶାଳା ଥାନାର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ କମ୍ପାନି କର୍ମଚାରୀମାନେ ଭିତରକୁ ପ୍ରବେଶ କରିପାରିନାହାନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.