ETV Bharat / state

କୃଷି ଆଇନକୁ ବିରୋଧ କରି ବରୀ ଅଞ୍ଚଳରେ ୧୨ ଘଣ୍ଟିଆ ଅନଶନ

କୃଷି ଆଇନକୁ ବିରୋଧ କରି ବରୀ ଅଞ୍ଚଳରେ ୧୨ ଘଣ୍ଟିଆ ଅନଶନ । ଅଧିକ ପଢନ୍ତୁ...

protest-in-jajpur-for-opposition-to-the-new-agricultural-law
କୃଷି ଆଇନକୁ ବିରୋଧ କରି ବରୀ ଅଞ୍ଚଳରେ ୧୨ ଘଣ୍ଟିଆ ଅନଶନ
author img

By

Published : Dec 17, 2020, 4:20 PM IST

ଯାଜପୁର: ଯାଜପୁର ବରୀ ବ୍ଲକ ରତ୍ନଗିରି ପଞ୍ଚାୟତ ଆଲିଆବାଦ ଅରୁଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମାଣ କୃଷକ ସଂଗଠନ ବରୀ ଶାଖା ପକ୍ଷରୁ ଚାଷୀଙ୍କ ଅନଶନ । କୃଷି ଆଇନକୁ ବିରୋଧ କରି ବରୀ ଅଞ୍ଚଳରେ ୧୨ ଘଣ୍ଟିଆ ଅନଶନ ।

କୃଷି ଆଇନକୁ ବିରୋଧ କରି ବରୀ ଅଞ୍ଚଳରେ ୧୨ ଘଣ୍ଟିଆ ଅନଶନ

କୃଷକ ସଂଗଠନର ବ୍ଲକ ସଂଯୋଜକ ମାଧବାନନ୍ଦ ଶାନ୍ତିଙ୍କ ନେତୃତ୍ୱରେ ନବ ନିର୍ମାଣ କୃଷକ ସଂଗଠନ ଓ ବରୀ କଂଗ୍ରେସ ନେତା ଉମେଶ ଜେନା ସମେତ ଅନଶନକାରୀଙ୍କ ସହ ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.