ETV Bharat / state

ପୋଲ ନିର୍ମାଣ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର - ପ୍ରତିବାଦ

ଚଣ୍ଡିଖୋଲ ଡୁବୁରୀ ଜାତୀୟ ପଥରେ ବାରମ୍ବାର ଦୁର୍ଘଟଣା ସତ୍ତ୍ବେ ଚେତୁନି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ଆଉ ଏପଟେ ଅଧପନ୍ତରିଆ ହୋଇ ପଡି ରହିଛି ପୋଲ । ଯାହାକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ ସମ୍ମୁଖରେ ପ୍ରତିବାଦ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 29, 2019, 9:50 AM IST

ଯାଜପୁର: ଚଣ୍ଡିଖୋଲ ଡୁବୁରୀ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ପ୍ରତିଦିନ ଦୁର୍ଘଟଣା ଘଟି ଅସମୟରେ ଚାଲିଯାଉଛି ଅନେକ ଜୀବନ । ହେଲେ ସମସ୍ୟା ସମାଧାନରେ ବିଫଳ ଜାତୀୟ ରାଜପଥ । ଯାହାର ଏକ ଏକ ସ୍ଥାୟୀ ପ୍ରତିକାର ଦାବି ନେଇ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏହି ଜାତୀୟ ରାଜପଥର କବାଟବନ୍ଧ ପୋଲଟି ସମ୍ପୂର୍ଣ୍ଣ ବିପଦସଙ୍କୁଳ ହୋଇପଡିଥିଲେ ମଧ୍ୟ ମରାମତିକୁ ଅଧପନ୍ତରିଆ ଛାଡି ଦେଇଛନ୍ତି କର୍ତ୍ତୃପକ୍ଷ । ତେଣୁ ଏ ଦିଗରେ ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯିବା ସହ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Sulg -Demand
Format –avo
Report – Gyana ranjan ojha
Place – jajpur
Date-29.07.2019
ଆଙ୍କର-ଯାଜପୁର ଜିଲା ର ଚଣ୍ଡୀଖୋଲ ଡୁବୁରୀ ଜାତୀୟ ରାଜପଥ ଦିନକୁ ଦିନ ମରଣ ଯନ୍ତାରେ ପରିଣତ ହେଉଛି । ପ୍ରତିଦିନ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଲୋକଙ୍କର ଜୀବନ ଯାଉଛି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଜାତୀୟ ରାଜପଥ କର୍ତୁପକ୍ଷ ସମସ୍ୟା ସମାଧାନ କରିବାରେ ବିପଂଳ ହେଉଛନ୍ତି । ଏହାର ଏକ ସ୍ଥାୟୀ ପ୍ରତିକାର ଦାବୀ କରି ସଚେତନ ନାଗରିକ ମଂଚ ପକ୍ଷରୁ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଛି । ଏହି ଜାତୀୟ ରାଜପଥର କବାଟବନ୍ଧ ପୋଲଟି ସଂପୁର୍ଣ୍ଣ ବିପଦ ସଂକୁଳ ହୋଇପଡିଥିଲେ ହେଁ ମରାମତିକୁ ଅଧାପନ୍ତିରିଆ ଭାବେ ଛାଡି ଦେଇଛି ଜାତୀୟ ରାଜପଥ କର୍ତୁପକ୍ଷ । ତେଣୁ ଏହାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଂଚ ପକ୍ଷରୁ ଚେତାବନି ଦିଆଯାଇଛି । ଏ ନେଇ ମଂଚ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।
Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.