ETV Bharat / state

ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ପରିବର୍ତ୍ତନ ପାଇଁ ଦାବି

author img

By

Published : Jan 4, 2022, 5:31 PM IST

Updated : Jan 4, 2022, 6:47 PM IST

ବିଂଝାରପୁର ବ୍ଲକ କପିଳା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ନେଇ ଲୋଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବର୍ତ୍ତନ କରିବା ପାଇଁ ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି ପଞ୍ଚାୟତବାସୀ। ଅଧିକ ପଢନ୍ତୁ

ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ପରିବର୍ତ୍ତନ ପାଇଁ ଦାବି
ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ପରିବର୍ତ୍ତନ ପାଇଁ ଦାବି

ଯାଜପୁର: ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ନେଇ ଦେଖାଦେଇଛି ବିବାଦ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କପିଳା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ନେଇ ଲୋଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଆଜି ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ପଞ୍ଚାୟତବାସୀ।

ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ଅସଂରକ୍ଷିତ ହେବା ପାଇଁ ସ୍ଥିର ହୋଇଥିଲା । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଏହାକୁ ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷିତ କରାଯାଇଛି । ଯାହାର ପ୍ରତିବାଦ କରି ଆଜି ଗ୍ରାମବାସୀ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ତୁରନ୍ତ ପ୍ରଶାସନ ଏହାର ସାନି ବିଚାର କରିବାକୁ ନିବେଦନ କରିଛନ୍ତି । ପୂର୍ବରୁ ଗ୍ରାମବାସୀ ଏ ନେଇ ଜିଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦେଇ ନଥିଲେ । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଧାରଣାରେ ବସିଥିବା କହିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Last Updated : Jan 4, 2022, 6:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.