ETV Bharat / state

ବିଭିନ୍ନ ଦାବି ପୂରଣ ନେଇ ବେସରକାରୀ କଲେଜ ଅଧ୍ୟାପକଙ୍କ ଆନ୍ଦୋଳନ ଧମକ

ବିଭିନ୍ନ ଦାବି ପୂରଣ ନେଇ ବେସରକାରୀ କଲେଜ ଅଧ୍ୟାପକଙ୍କ ଆନ୍ଦୋଳନ ଧମକ। ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ଯାଜପୁର ରୋଡ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଛି ।

author img

By

Published : Feb 11, 2019, 4:27 PM IST

Updated : Feb 11, 2019, 4:34 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଯାଜପୁର
ଭିଡିଓ ସୌଜନ୍ୟ : ସମ୍ବାଗଦାତା, ଯାଜପୁର
ଯାଜପୁର: ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ଯାଜପୁର ରୋଡ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଛି । ସଂଘର ରାଜ୍ୟ ସମ୍ପାଦକ ଦୁଷ୍ମନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଅନ୍ୟାନ୍ୟ ପଦାଧିକାରୀ ମାନେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ ।
undefined

ବ୍ଲକଗ୍ରାଣ୍ଟ କର୍ମଚାରୀଙ୍କୁ ସର୍ଭିସ କଣ୍ଡିସନ ଦେବା, ଅଧ୍ୟାପକ ମାନଙ୍କୁ ପଦୋନ୍ନତି ଦେବା, ଯୋଗ୍ୟତା ଆଧାରରେ ଅଧ୍ୟାପକ ଅଧ୍ୟାପିକାଙ୍କୁ ରିଡର୍ ଭାବେ ଅବସ୍ଥାପିତ କରିବା, ୟୁଜିସି ସମ୍ପ୍ରସାରଣ, ଅବସରକାଳୀନ ବୟସ ସୀମା 62ବର୍ଷକୁ ବୃଦ୍ଧି କରିବା ଆଦି ବିଭିନ୍ନ ଦାବି ନେଇ ସରକାରଙ୍କୁ ବାରମ୍ବାର ଦାବି ଜଣାଯାଇଛି ।

ତେବେ ଅଦ୍ୟାବଧି ଏହା ପୂରଣ କରାଯାଇନାହିଁ । ସେଥିପାଇଁ ଆସନ୍ତା ଫେବୃଆରୀ 12 ତାରିଖ ଦିନ ବିଧାନସଭା ସମ୍ମୁଖରେ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ବେସରକାରୀ କଲେଜରୁ ପ୍ରାୟ 30 ହଜାରରୁ ଊର୍ଦ୍ଧ୍ୱ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Slug,, ସାଇକେଲ ଗିରି , avo , ପୁରୀ, 10।2।19

Anchor,,, ଦେଶର ପ୍ରତେକ ନାଗରିକ ସାଇକେଲ ଦୈନିକ ଚଳାଇ ନିଜର ଅଧିକାଂଶ କାର୍ଯ୍ୟ କରିବା ଉଚିତ । ଏହା ଦ୍ୱାରା ଶାରୀରିକ ବ୍ୟାୟମ ଯୋଗୁ ଶରୀର ସୁସ୍ଥ ରହିବା ସହ ପରିବେଶ ର ସୁରକ୍ଷା ଏବଂ ସଡକ ସୁରକ୍ଷା ମଧ୍ୟ ହୋଇ ଥାଏ। ଏହି ଭଳି କିଛି ବାର୍ତା ନେଇ ଯୁବ ପିଢ଼ି ଙ୍କ ଉଦ୍ଧେଶ୍ୟରେ ସାଇକେଲ ଗିରି କାର୍ଯ୍ୟକ୍ରମ ପୁରୀ ରେ ଅନୁଷ୍ଠିତ ହୋଇ ଯାଇଛ। ସାମାଜିକ ଅନୁଷ୍ଠାନ ନିର୍ମାଲ୍ୟ ପକ୍ଷରୁ ଶ୍ରୀମନ୍ଦିର ର  ସିଂହ ଦ୍ୱାର ପାଖରେ ଏ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଥଲେଟ ଅନୁରାଧା ବିଶ୍ୱାଳ , ସୁନାମ ଧନ୍ୟ ମହିଳା ଫୁଟବଲ ର ଶ୍ରଦ୍ଧା ଞ୍ଜଳି ସାମନ୍ତରାୟ ଯୋଗୋ ଦେଇ ଯୁବ ପିଢିଙ୍କୁ ସାଇକେଲ ଚଳାଇବା ଅଭ୍ୟାସ ରଖିବାକୁ ଆହ୍ୱାନ ଦେଇଥିଲେ। ଲୋକୋ ଙ୍କୁ ସଚେତନ କରିବା ଉଦେଶ୍ୟ ରେ ଏକ ସାଇକେଲ ରାଲି ଶ୍ରୀମନ୍ଦିର ର ସିଂହ ଦ୍ୱାର ନିକଟ ରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଏ ଯାଇଥିଲା। ଏଥିରେ ବୋହୁ ଛାତ୍ର ଛାତ୍ରୀ , କ୍ରୀଡ଼ାବିତ ସାମିଲ ହୋଇଥିଲେ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଜୁଆଲ ଯାଇଛି ଏହି ଷ୍ଟୋରି ପାଇଁ
Last Updated : Feb 11, 2019, 4:34 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.