ETV Bharat / state

ପାଣିକୋଇଲି ଥାନାରେ ପୋଲିସର ନାଚ-ଗୀତ ଆସର, ଥାନା ଏଏସଆଇ ନିଲମ୍ବିତ - ପାଣିକୋଇଲି ଥାନାରେ ପୋଲିସର ନାଚ-ଗୀତ ଆସର

ପାଣିକୋଇଲି ଥାନାରେ ପୋଲିସର ନାଚ-ଗୀତ ଆସର ଘଟଣାରେ ପ୍ରାଥମିକ ତଦନ୍ତ ପରେ ଥାନା ଏଏସଆଇ ସଞ୍ଜୟ ଦାସଙ୍କୁ ନିଲମ୍ବନ କଲେ ଏସପି ରାହୁଲ ପିଆର । ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଏସପି । ଅଧିକ ପଢନ୍ତୁ...

ପାଣିକୋଇଲି ଥାନାରେ ପୋଲିସର ନାଚ-ଗୀତ ଆସର, ଥାନା ଏଏସଆଇ ନିଲମ୍ବିତ

author img

By

Published : Apr 6, 2021, 10:46 PM IST

ଯାଜପୁର: ପାଣିକୋଇଲି ଥାନାରେ ପୋଲିସର ନାଚ-ଗୀତ ଆସର ଘଟଣାରେ ପ୍ରାଥମିକ ତଦନ୍ତ ପରେ ଥାନା ଏଏସଆଇ ସଞ୍ଜୟ ଦାସଙ୍କୁ ନିଲମ୍ବନ କଲେ ଏସପି ରାହୁଲ ପିଆର । ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଏସପି ।

ସୂଚନା ମୁତାବକ ଆଜି (ମଙ୍ଗଳବାର) ପାଣିକୋଇଲି ଥାନା ଭିତରେ ହୋଲି ଖେଳିବା ସହିତ ନାଗିନ ଗୀତରେ ଥାନା ଅଧିକାରୀଙ୍କ ଠାରୁ ତଳ କର୍ମଚାରୀ ପର୍ଯ୍ୟନ୍ତ ନାଚୁଥିବା ଭାଇରାଲ ଭିଡ଼ିଓ ଅନେକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏଥିସହିତ ପୋଲିସ ପ୍ରତି ସାଧାରଣ ଜନତାଙ୍କ ଆଙ୍ଗୁଳି ଉଠିଥିଲା । ଏହାକୁ ଦେଖି ଯାଜପୁର ଏସପି ରାହୁଲ ପିଆର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରି ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.