ETV Bharat / state

ବାଲ୍ୟ ବିବାହ ଓ ଗୁଣି ଗାରେଡି ନେଇ ସଚେତନ କଲେ ଏସପି - child marriage awarness in jajpur

ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟାକାର ଗରାମିଆଁ ଠାରେ କାଳିଆପାଣି ପୋଲିସ ପକ୍ଷରୁ ସୋମବାର ବାଲ୍ୟ ବିବାହ ଓ ଗୁଣି ଗାରେଡି ସମ୍ପର୍କରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Nov 25, 2019, 5:47 PM IST

ଯାଜପୁର: ଯାଜପୁରରେ ଅନୁଷ୍ଠିତ ହୋଇଯାଇଛି ଏକ ଜନ ସଚେତନତା କାର୍ଯ୍ୟକ୍ରମ । ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟାକାର ଗରାମିଆଁ ଠାରେ କାଳିଆପାଣି ପୋଲିସ ପକ୍ଷରୁ ସୋମବାର ବାଲ୍ୟ ବିବାହ ଓ ଗୁଣି ଗାରେଡି ସମ୍ପର୍କରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏହି କାର୍ଯ୍ୟକ୍ରମରେ ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ଓ ଗୁଣି ଗାରେଡି ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି । ଏଥିସହ ସେହି ଅଂଚଳର ବରିଷ୍ଠ ନାଗରିକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରିୟ ଦେଇ ବରିଷ୍ଠ ନାଗରିକ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ଏହି ପ୍ରମାଣପତ୍ର ପାଇବା ପରେ ବରିଷ୍ଠ ନାଗରିକ ମାନେ କଣ ସବୁ ସୁବିଧା ସୁଯୋଗ ପାଇ ପାରିବେ ଓ କିଭଳି ଉପକୃତ ହୋଇପାରିବେ, ସେ ସମ୍ପର୍କରେ ଏସପି ସୂଚନା ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଏସପି ରାଜକିଶୋର ଦୋରା, ପୂର୍ବତନ ବ୍ଳକ ଅଧ୍ୟକ୍ଷା ଭଗବତୀ ମହାନ୍ତ ଓ ସ୍ଥାନୀୟ ସମାଜସେବୀ ଗୀତା ମହାନ୍ତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବାଲ୍ୟ ବିବାହ ଓ ଗୁଣି ଗାରେଡି ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Slug – POLICE AWARNESS PROGRAMME
Format – AVB
Reporter - Gyanaranjan ojha
Place - Jajpur
Date - 25.11.2019
Anchor – ଯାଜପୁର ଜିଲ୍ଲା ସୁକିିନ୍ଦା ଖଣି ଉପତ୍ୟାକାର ଗରାମିଆଁ ଠାରେ କାଳିଆପାଣି ପୋଲିସ ପକ୍ଷରୁ ବାଲ୍ୟ ବିବାହ ଓ ଗୁଣି ଗାରେଡି ସମ୍ପର୍କରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟପତ୍ର ମଧ୍ୟ ବଂଟନ କରାଯାଇଥିଲା । ଏଥିରେ ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ଓ ଗୁଣି ଗାରେଡି ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ । ଏଥିସହ ସେହି ଅଂଚଳର ବରିଷ୍ଠ ନାଗରିକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରିୟ ଦେଇ ବରିଷ୍ଠ ନାଗରିକ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ପ୍ରମାଣପତ୍ର ପାଇବା ପରେ ବରିଷ୍ଠ ନାଗରିକ ମାନେ କଣ ସବୁ ସୁବିଧା ସୁଯୋଗ ପାଇ ପାରିବେ ଓ କିଭଳି ଉପକୃତ ହୋଇପାରିବେ, ସେ ସମ୍ପର୍କରେ ଏସ୍.ପି ସୂଚନା ଦେଇଥିଲେ । କଳିଙ୍ଗନଗର ଅତିରିକ୍ତ ଏସ୍.ପି ରାଜକିଶୋର ଦୋରା, ପୂର୍ବତନ ବ୍ଳକ ଅଧ୍ୟକ୍ଷା ଭଗବତୀ ମହାନ୍ତ ଓ ସ୍ଥାନୀୟ ସମାଜସେବୀ ଗୀତା ମହାନ୍ତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବାଲ୍ୟ ବିବାହ ଓ ଗୁଣି ଗାରେଡି ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ ।
BYTE.1 – ଚରଣ ସିଂ ମୀନା,ଏସ୍.ପି, ଯାଜପୁର
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.