ETV Bharat / state

4 ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କଲା ପୋଲିସ - duplicate jarda

ଛତିଆ ବିଦ୍ୟାଧରପୁର ଅଞ୍ଚଳରେ ନକଲି ଜର୍ଦ୍ଦା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯାଜପୁର ଏସଡିପିଓ ଚିନ୍ମୟ ନାୟକ ଓ ବୈରୀ ଥାନା ଅଧିକାରୀ ତଥା ଡିଏସପି ଦୀପକ ଗୋଚ୍ଛାୟତଙ୍କ ମିଳିତ ସହଯୋଗରେ ସୋମବାର ଭୋରରୁ ଚଢ଼ାଉ କରି 4ଜଣ ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କରିଛି । ଅଧିକ ପଢନ୍ତୁ..

4 ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କଲା ପୋଲିସ
4 ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କଲା ପୋଲିସ
author img

By

Published : Jan 13, 2020, 6:45 PM IST

ଯାଜପୁର: ଦୀର୍ଘ ଦିନ ଧରି ଚାଲି ଆସୁଥିବା ଛତିଆ ବିଦ୍ୟାଧରପୁର ଅଞ୍ଚଳରେ ନକଲି ଜର୍ଦ୍ଦା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯାଜପୁର ଏସଡିପିଓ ଚିନ୍ମୟ ନାୟକ ଓ ବୈରୀ ଥାନା ଅଧିକାରୀ ତଥା ଡିଏସପି ଦୀପକ ଗୋଚ୍ଛାୟତଙ୍କ ମିଳିତ ସହଯୋଗରେ ସୋମବାର ଭୋରରୁ ଚଢ଼ାଉ କରି 4ଜଣ ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କରିଛି ।

4 ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କଲା ପୋଲିସ

ସେମାନଙ୍କ ଠାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା, ପ୍ୟାକିଂରେ ବ୍ୟବହୃତ ଲେବୁଲ୍, କେମିକାଲସ୍, ଓଜନ କଣ୍ଟା, କଞ୍ଚାମାଲ୍ 2 ରୁ 3 ବସ୍ତା, କିରୋସିନ୍ ଆଦି ଜବତ କରିଛି । ଏହାର ଆନୁମାନିକ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

ତେବେ ଗିରଫ ୪ ଜଣ ବେପାରୀ ହେଲେ ତପନ ବେହେରା(୩୦), ବାପପୁଅ ନାରାୟଣ ନାଥ(୪୮), ଚନ୍ଦନ ନାଥ(୨୫) ଏବଂ ବୁଲୁ ପାଲ୍(୪୫) । ଏମାନଙ୍କୁ ନକଲି ହାନିକାରକ ଦ୍ରବ୍ୟ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ବେପାରର ଚେର ବିଦ୍ୟାଧରପୁର କଲିକୋତା ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:
ଦୀର୍ଘ ଦିନ ଧରି ଚାଲି ଆସୁଥିବା ଛତିଆ ବିଦ୍ୟାଧରପୁର ଅଞ୍ଚଳରେ ନକଲି ଜର୍ଦ୍ଦା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା।ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯାଜପୁର ଏସଡିପିଓ ଚିନ୍ମୟ ନାୟକ ଓ ବୈରୀ ଥାନା ଅଧିକାରୀ ତଥା ଡିଏସପି ଦୀପକ ଗୋଛୟତ ଙ୍କ ମିଳିତ ସହଯୋଗ ରେ ଆଜି ଭୋରରୁ ଚଢ଼ାଉ କରି ୪ ଜଣ ନକଲି ଜର୍ଦ୍ଦା ବେପାରୀ ଙ୍କ ସମେତ ବିପୁଳ ପରିମାଣରେ ନକଲି ଜର୍ଦ୍ଦା, ପ୍ୟାକିଂ ରେ ବ୍ୟବହୁତ ଲେବୁଲ୍,କେମିକାଲସ୍,ଓଜନ କଣ୍ଟା,କଞ୍ଚା ମାଲ୍ ୨ରୁ ୩ ବସ୍ତା,କିରୋସିନ୍,ଆଦି ଆନୁମାନିକ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।ଗିରଫ ୪ ଜଣ ବେପାରୀ ମାନେ ହେଲେ ତପନ ବେହେରା(୩୦),ଉଭୟ ବାପପୁଅ ନାରାୟଣ ନାଥ(୪୮),ଚନ୍ଦନ ନାଥ(୨୫),ଏବଂ ବୁଲୁ ପାଲ୍(୪୫) । ଏମାନଙ୍କୁ ଓଚଉ ୨୭୨,୨୭୩,୪୨୦ ଏବଂ ୩୪( ମ ) ନକଲି ହାନିକାରକ ଦ୍ରବ୍ୟ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଏହି ଚେର ବିଦ୍ୟାଧରପୁର କଲିକତା ପର୍ୟ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି।
Body:newwsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.