ETV Bharat / state

ବୈତରଣୀ କୂଳରେ ରାଇ ଦାମୋଦର ବ୍ରତ ପାଳି ପାପ ଧୋଇଲେ ହବିଷିଆଳି - ରାଇ ଦାମୋଦର ବ୍ରତ

ବଡି ଭୋରୁ ହବିଷିଆଳିମାନେ ପୂଣ୍ୟତୋୟା ବୈତରଣୀ ନଦୀରେ ସ୍ନାନ କରି ରାଇ ଦାମୋଦର ବ୍ରତ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

ବୈତରଣୀ କୂଳରେ ହବିଷିଆଳିଙ୍କ ରାଇ ଦାମୋଦର ବ୍ରତ ପାଳନ
author img

By

Published : Nov 11, 2019, 3:42 PM IST

ଯାଜପୁର: ଚାଲିଛି ପଞ୍ଚୁକ ବ୍ରତ । ଏନେଇ ଯାଜପୁର ଜଗନ୍ନାଥ ମନ୍ଦିର ଓ ଦଶାଶ୍ବେମେଧ ଘାଟରେ ହବିଷିଆଳିଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ବୈତରଣୀ କୂଳରେ ହବିଷିଆଳିଙ୍କ ରାଇ ଦାମୋଦର ବ୍ରତ ପାଳନ

ବଡି ଭୋରୁ ହବିଷିଆଳିମାନେ ପୂଣ୍ୟତୋୟା ବୈତରଣୀ ନଦୀରେ ସ୍ନାନ କରି ରାଇ ଦାମୋଦର ବ୍ରତ ପାଳନ କରୁଛନ୍ତି । ପାରମ୍ପରିକ ରିତିନିତି ଅନୁସାରେ ହବିଷିଆଳି ପୂଜାର୍ଚ୍ଚନା କରିବା ସହ ରାଧାକୃଷ୍ଣଙ୍କ ବେଶ ଧାରଣ କରି ମନ୍ଦିର ପରିକ୍ରମା କରୁଛନ୍ତି । ବିଶ୍ବାସ ରହିଛି ଏହି ରାଇ ଦାମୋଦର ବ୍ରତ ପାଳନ କଲେ କୋଟି ଜନ୍ମର ପାପ କ୍ଷୟ ହେବା ସହିତ ମୃତ୍ୟୁ ପରେ ଦେବଲୋକରେ ସ୍ଥାନ ମିଳେ ।

ସେପଟେ ହବିଷିଆଳିଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରିଛି ପ୍ରଶାସନ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:
ସ୍ଥାନ:ଯାଜପୁର                                                                                 ଭିଜୁଆଲ : ପଂଚୁକ
ତାରିଖ:୧୧.୧୧.୨୦୧୯                  
ରିପୋର୍ଟ:ଜ୍ଞାନରଞ୍ଜନ ଓଝା
ପଂର୍ମାଟ: ଏଭିଓ
ସ୍ଲଗ: ଯାଜପୁର ର ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ପଂଚୁକ ବ୍ରତ ।
ଆଙ୍କର
ଚାଲିଛି ପଂଚୁକ ବ୍ରତ । ଏଥିପାଇଁ ଯାଜପୁର ଜଗନ୍ନାଥ ମନ୍ଦୀର ଓ ଦଶାଶ୍ୱମେଧ ଘାଟରେ ହବିଷିଆଳିଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିିଛି । ବଢ଼ି ଭୋରୁ ହବିଷିଆଳି ମାନେ ପୂଣ୍ୟତୋୟା ବୈତରଣୀ ନଦୀରେ ସ୍ନାନ କରି ରାଇ ଦାମୋଦର ବ୍ରତ ପାଳନ କରୁଛନ୍ତି । ହବିଷିଆଳି ମାନେ ପାରମ୍ପରିକ ଋତିିନିତି ଅନୁଯାଇ ପୂଜାର୍ଚନା କରିବା ସହିତ ରାଧାକୃଷ୍ଣଙ୍କ ବେଶ ଧାରଣ କରି ମନ୍ଦୀର ପରିକ୍ରମା କରୁଛନ୍ତି । ବିଶ୍ୱାସ ରହିଛି ଏହି ରାଇ ଦାମୋଦର ବ୍ରତ ପାଳନ କଲେ କୋଟି ଜନ୍ମର ପାପ କ୍ଷୟ ହେବା ସହିତ ମୃତ୍ୟୁ ପରେ ଦେବ ଲୋକରେ ସ୍ଥାନ ମିଳେ । ସେପଟେ ହବିଷିଆଳି ମାନଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରିଛି ପ୍ରଶାସନ ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.