ETV Bharat / state

ଶାହା-ଧର୍ମେନ୍ଦ୍ରଙ୍କ ଆରୋଗ୍ୟ କାମନା କରି ସମୂହ ଦୀପଦାନ

author img

By

Published : Aug 8, 2020, 10:01 PM IST

ଜିଲ୍ଲାର ଧର୍ମଶାଳା ବ୍ଳକ ଗୋକର୍ଣ୍ଣେସ୍ବର ପୀଠ ପରିସରେ ଯାଜପୁର ଯୁବମୋର୍ଚ୍ଚ ପକ୍ଷରୁ ସମୂହ ଯଜ୍ଞ ଓ ଦୀପ ପ୍ରଜ୍ବଳନ ।

5_dharamasala_dipadan
ଶାହା-ଧର୍ମେନ୍ଦ୍ରଙ୍କ ଆରୋଗ୍ୟତା କାମନା କରି ସମୂହ ଦୀପଦାନ

ଯାଜପୁର: ଜିଲ୍ଲାର ଧର୍ମଶାଳା ବ୍ଳକ ଗୋକର୍ଣ୍ଣେସ୍ବର ପୀଠ ପରିସରେ ଯାଜପୁର ଯୁବମୋର୍ଚ୍ଚ ପକ୍ଷରୁ ସମୂହ ଯଜ୍ଞ ଓ ଦୀପ ପ୍ରଜ୍ବଳନ । ସୂଚନ ମୁତାବକ ମହାମାରୀ କୋରୋନାରେ ଅକ୍ରାନ୍ତ କେନ୍ଦ୍ରର ଦୁଇ ପ୍ରମୁଖ ମନ୍ତ୍ରୀ ଅମିତ ଶାହା ଓ ଧର୍ମେଦ୍ର ପ୍ରଧାନ ଆଶୁ ଆରୋଗ୍ୟ କାମନା କରି ଏହି ଯଜ୍ଞ କରାଯାଇଥିଲା ।

ବିଜେପିର ଯୁବ ନେତା ଅଯୋଧ୍ୟ ନାଥ ଜେନାଙ୍କ ନେତୃତ୍ବରେ ବହୁ ଯୁବମୋର୍ଚ୍ଚ କାର୍ଯ୍ୟକର୍ତା ଯୋଗ ଦେଇ ଗୋକର୍ଣ୍ଣେସ୍ବର ମନ୍ଦିରର ବାବା ଶିବଙ୍କ ପାଖେ ଯଜ୍ଞ ଓ ଦୀପ ଦାନ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.