ETV Bharat / state

ଜିଲ୍ଲାପରିଷଦ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ - ବିଜେଡ଼ି ପ୍ରାର୍ଥୀ ଭାବେ ପ୍ରଦିପ କୁମାର ମହାନ୍ତି

ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର ୮ନଂ ଜୋନ ଜିଲ୍ଲାପରିଷଦ ପଦ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି । ବିଜେଡ଼ି ପ୍ରାର୍ଥୀ ଭାବେ ପ୍ରଦୀପ କୁମାର ମହାନ୍ତି ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର
author img

By

Published : Nov 2, 2019, 12:45 PM IST

ଯାଜପୁର: ଜିଲ୍ଲାର ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର ୮ ନଂ ଜୋନ ଜିଲ୍ଲାପରିଷଦ ପଦ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି । ଆସନ୍ତା ୨୭ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଭାବେ ପ୍ରଦୀପ କୁମାର ମହାନ୍ତି ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ତେବେ କିଛିଦିନ ପୂର୍ବରୁ ଏହି ଜୋନର ସଭ୍ୟ ଥିବା ପ୍ରତାପ ଧୀର ନିଜ ପଦବୀରୁ ଇସ୍ତଫା ଦେଇ ବିଜେପିରେ ମିଶିବା ଫଳରେ ପଦବୀଟି ଖାଲି ପଡିଛି । ସୁକିନ୍ଦା ନିର୍ବାଚନୀ ମଣ୍ଡଳିର ୭ଟି ପଞ୍ଚାୟତକୁ ନେଇ ୮ ନଂ ଜୋନ ଜିଲ୍ଲାପରିଷଦ ଗଠିତ ହୋଇଥିବାବେଳେ ଆଜି ବିଜେଡ଼ି ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର ଟାଉନ                                                       ଭିଜୁଆଲ: ଜିଲାପରିଷଦ ନୋମିନେସନ
ତାରିଖ: ୦୧.୧୧.୨୦୧୯
ରିପୋର୍ଟର: ଜ୍ଞାନରଞ୍ଜନ ଓଝା
ପଂର୍ମାଟ୍: ଏଭିଓ
ସ୍ଲଗ: ଯାଜପୁର ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର ୮ ନଂ ଜୋନ ଜିଲାପରିଷଦ ନାମାଙ୍କନପତ୍ର ଦାଖଲ ।
ଆଙ୍କର
ଯାଜପୁର ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର ୮ ନଂ ଜୋନ ଜିଲାପରିଷଦ ସଦସ୍ୟ ପଦବୀପାଇଁ ଆସନ୍ତା ୨୭ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଜେଡ଼ି ପାର୍ଥୀଭାବେ ପ୍ରଦିପ କୁମାର ମହାନ୍ତି ଉପଜିଲାପାଳଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ କିଛିଦିନ ପୂର୍ବରୁ ଏହି ଜୋନ ସଭ୍ୟଥିବା ପ୍ରତାପ ଧିର ନିଜ ପଦବୀରୁ ଇସ୍ତଫା ଦେଇ ବିଜେପିରେ ମିଶିବା ଫଳରେ ଏହି ଜିଲ୍ଲା ପରିଷଦ ପଦବୀ ଟି ଫାଙ୍କା ପଡିଥିଲା । ସୁକିନ୍ଦା ନିର୍ବାଚନୀ ମଣ୍ଡଳିର ୭ଟି ପଚାଂୟତକୁ ନେଇ ୮ ନଂ ଜୋନ ଜିଲାପରିଷଦ ଗଠିତ ।
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.