ETV Bharat / state

ବକେୟା ଦରମା ଦାବିରେ ଶ୍ରମିକଙ୍କ ବିକ୍ଷୋଭ

author img

By

Published : Feb 3, 2020, 11:57 PM IST

3 ମାସର ବକେୟା ଦରମା ଦାବିରେ କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ କାରଖାନା ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଶ୍ରମିକ । ଅଧିକ ଖବର ପଢନ୍ତୁ...

Ninl plant strike
ବକେୟା ଦରମା ଦାବୀରେ ଶ୍ରମିକଙ୍କ ବିକ୍ଷୋଭ

ଯାଜପୁର: ଜିଲ୍ଲାର କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ କାରଖାନାରେ ଶ୍ରମିକଙ୍କ ବିକ୍ଷୋଭ । 3 ମାସର ବକେୟା ଦରମା ଦାବିରେ କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ କାରଖାନା ସମ୍ମୁଖରେ ଶ୍ରମିକ ବିକ୍ଷୋଭ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ବରିଷ୍ଠ ପଦାଧିକାରୀ ପହଞ୍ଚି କର୍ମଚାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

ବକେୟା ଦରମା ଦାବୀରେ ଶ୍ରମିକଙ୍କ ବିକ୍ଷୋଭ

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର:କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ କାରଖାନାରେ ଶ୍ରମିକ ଅଶାନ୍ତି,3ମାସର ବକେୟା ଦରମା ଦାବୀରେ କାରଖାନା ସମ୍ମୁଖରେ ଶ୍ରମିକ କର୍ମଚାରୀଙ୍କ ବିକ୍ଷୋଭ,କର୍ମଚାରୀଙ୍କ ସହ ବରିଷ୍ଠ ପଦାଧିକାରୀଙ୍କ ଆଲୋଚନା ଜାରୀ ।Body:NewsConclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.