ETV Bharat / state

ଖବର କାଗଜରେ ଗାନ୍ଧୀ ଆଦର୍ଶର ପ୍ରଚାର

author img

By

Published : Feb 7, 2020, 8:48 PM IST

ଜାତିର ପିତା ଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଯାଜପୁରରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଗାନ୍ଧୀବାଦର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଖବର କାଗଜ ସଂଗ୍ରାହକଙ୍କ ଦ୍ବାରା ଆୟୋଜିତ ହୋଇଯାଇଛି ଖବରକାଗଜ ପ୍ରଦର୍ଶନୀ । ଅଧିକ ପଢନ୍ତୁ...

news-paper-collector-gandhi-idiologies-display-in-jajpur
ଖବର କାଗଜ ସଂଗ୍ରାହକଙ୍କ ଦ୍ବାରା ଗାନ୍ଧୀ ଆଦର୍ଶର ପ୍ରଚାର

ଯାଜପୁର: ଗାନ୍ଧୀଙ୍କ ଆଦର୍ଶ ପ୍ରଚାର । ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଥିବାବେଳେ ଯାଜପୁରରେ ଅନୁଷ୍ଠିତ ହୋଇଥିଲା ଏକ ନିଆରା କାର୍ଯ୍ୟକ୍ରମ ।

ଖବର କାଗଜ ସଂଗ୍ରାହକଙ୍କ ଦ୍ବାରା ଗାନ୍ଧୀ ଆଦର୍ଶର ପ୍ରଚାର

ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଗାନ୍ଧୀବାଦର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଖବର କାଗଜ ସଂଗ୍ରାହକ ଅଶୋକ ସାହୁଙ୍କ ଦ୍ବାରା ଆୟୋଜିତ ହୋଇଯାଇଛି ଖବରକାଗଜ ପ୍ରଦର୍ଶନୀ । ଯାଜପୁର ବିରଜା ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ପ୍ରଦର୍ଶନକୁ ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୁତାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।

ଏହି ପ୍ରଦର୍ଶନୀରେ ଗାନ୍ଧୀଙ୍କ ସଂପର୍କରେ ପ୍ରକାଶିତ ଦେଶ ଓ ବିଦେଶର ବିଭିନ୍ନ ଖବରକାଗଜ ପ୍ରଦର୍ଶିତ ହୋଇଥିଲା । ଏହି ଖବରକାଗଜ ପ୍ରଦର୍ଶନୀରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ବିଷୟରେ ବହୁତ କିଛି ଜାଣିବାକୁ ପାଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                                                                 ଭିଜୁଆଲ:ପେପର ଡିସପ୍ଲେ
ତାରିଖ:୦୭.୦୨.୨୦୨୦
ରିପୋର୍ଟ: Gyanaranjan ojha
ପଂର୍ମାଟ୍: ଏଭିଓ
ସ୍ଲଗ : ଗାନ୍ଧୀ ଆଦର୍ଶ ପ୍ରଚାର ।
ଆଙ୍କର
ସାରାଦେଶରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତି ଉତ୍ସବ ପାଳନ କରାଯାଉଥିବା ବେଳେ ଯାଜପୁରରେ ଅନୁଷ୍ଠିତ ହୋଇଥିଲା ଏକ ନିଆରା କାର୍ଯ୍ୟକ୍ରମ । ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଓ ଗାନ୍ଧୀବାଦର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଖବର କାଗଜସଂଗ୍ରାହକ ଅଶୋକ ସାହୁଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଖବରକାଗଜ ପ୍ରଦର୍ଶନି । ଯାଜପୁର ବିରଜା ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ପ୍ରଦର୍ଶନକୁ ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୁତାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିିଥିଲେ । ଏହି ପ୍ରଦର୍ଶନିରେ ଗାନ୍ଧୀଙ୍କ ସଂପର୍କରେ ପ୍ରକାଶିତ ଦେଶ ଓ ବିଦେଶର ବିଭିନ୍ନ ଖବରକାଗଜ ପ୍ରଦର୍ଶିତ ହୋଇଥିଲା । ଏହି ଖବରକାଗଜ ପ୍ରଦର୍ଶନି ପଂଳରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ବେଶ କିଛି ଗାନ୍ଧୀଜିଙ୍କ ସପଂର୍କରେ ଜାଣିବାକୁ ପାଇଥିଲେ ।
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.