ETV Bharat / state

ନବଜାତ ଶିଶୁପୁତ୍ରକୁ ଉଦ୍ଧାର କଲା CWC - new born baby rescued by cwc

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ଯାଜପୁର ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚୋରଦା ଜେନାସାହିରୁ ଜଣେ ମହିଳାଙ୍କ ନିକଟରୁ ଏକ ସାଢେ 4ମାସର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

new born baby rescued by cwc
ନବଜାତ ଶିଶୁପୁତ୍ରକୁ ଉଦ୍ଧାର
author img

By

Published : Feb 3, 2020, 11:24 PM IST

ଯାଜପୁର: ଚୋରଦା ଜେନାସାହିରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ଯାଜପୁର ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚୋରଦା ଜେନାସାହିରୁ ଜଣେ ମହିଳାଙ୍କ ନିକଟରୁ ଏକ ସାଢେ 4ମାସର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।

ନବଜାତ ଶିଶୁପୁତ୍ରକୁ ଉଦ୍ଧାର

ସୂଚନା ମୁତାବକ, ଶିଶୁ ସୁରକ୍ଷା ଅଧିକାରୀ ସ୍ଥାନୀୟ ଅଞ୍ଚଳର ଜଣେ ଆଶାକର୍ମୀଙ୍କ ଠାରୁ ଶିଶୁ ସମ୍ପର୍କରେ ଖବର ପାଇଥିଲେ । ଏହାପରେ ଉଦ୍ଧାର ଶିଶୁଟିକୁ ସୋମବାର ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି ।

ତେବେ ଶିଶୁକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଶିଶୁଟିର ପ୍ରକୃତ ପରିଚୟ ମିଳିପାରିନଥିବା ବେଳେ ସମ୍ପୃକ୍ତ ମହିଳା ଜଣକ ଶିଶୁଟି ତାଙ୍କ ଝିଅର ଜନ୍ମିତ ପୁତ୍ର ବୋଲି କହିବା ସହ ସେ ଏହାର ଦାବିଦାରି ବୋଲି ଦାବି କରିଛନ୍ତି । ତଦନ୍ତ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡବ୍ଲ୍ୟସି ଅଧ୍ୟକ୍ଷା ରୀତା ବେହେରା କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-new_born_baby_rescued
format-avb
reporter-Gyanaranjan ojha
place-jajpur
date-03.02.20
Anchor---ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ଯାଜପୁର ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚୋରଦା ଜେନାସାହିରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଏଠାକାର ଜଣେ ମହିଳାଙ୍କ ନିକଟରୁ ଏକ ସାଢେ 4ମାସର ଶିଶୁପୁତ୍ର ଉଦ୍ଧାର କରାଯାଇଥିବା ଜଣାପଡିଛି । ଶିଶୁ ସୁରକ୍ଷା ଅଧିକାରୀ ସ୍ଥାନୀୟ ଅଞ୍ଚଳର ଜଣେ ଆଶାକର୍ମୀଙ୍କ ଠାରୁ ଶିଶୁ ସମ୍ପର୍କରେ ଖବର ପାଇଥିଲେ । ଉଦ୍ଧାର ଶିଶୁକୁ ଆଜି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି । ଏହାପରେ ଶିଶୁକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଶିଶୁଟିର ପ୍ରକୃତ ପରିଚୟ ମିଳିପାରିନଥିବା ବେଳେ ସମ୍ପୃକ୍ତ ମହିଳା ଜଣକ ଶିଶୁଟି ତାଙ୍କ ଝିଅର ଜନ୍ମିତ ପୁତ୍ର ବୋଲି କହିବା ସହ ସେ ଏହାର ଦାବୀଦାର ବୋଲି ଦାବୀ କରିଛନ୍ତି । ତଦନ୍ତ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡବ୍ଲ୍ୟସି ଅଧ୍ୟକ୍ଷା ରୀତା ବେହେରା ଗଣମାଧ୍ୟମକୁ କହିଛନ୍ତି ।
bite-01--ସୀତା ଜେନା, ମହିଳା
bite-02--ରୀତା ବେହେରା, ସିଡବ୍ଲ୍ୟୁସି ଅଧ୍ୟକ୍ଷାBody:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.