ETV Bharat / state

Municipal Result: ଯାଜପୁରରେ BJDର ବମ୍ପର ବିଜୟ - ଓଡିଶା ପୌର ନିର୍ବାଚନ

ଯାଜପୁର ଜିଲ୍ଲାର ଦୁଇଟି ପୌରପାଳିକାକୁ ଦଖଲ କରିଛି ଶାସକ ବିଜୁ ଜନତା ଦଳ । ଯାଜପୁର ପୌରପାଳିକାରେ ୧୮ରୁ ୧୮ ୱାର୍ଡକୁ ବିଜେଡି ନିଜ ଦଖଲେରେ ରଖିଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ଖାତା ଖୋଲି ପାରି ନାହାନ୍ତି । ଅଧିକ ପଢନ୍ତୁ

Municipal Vote Counting: ବିଜେଡି ଦଖଲରେ ଯାଜପୁର ଓ ବ୍ୟାସନଗର ପୌରପାଳିକା

author img

By

Published : Mar 26, 2022, 6:11 PM IST

ଯାଜପୁର: ଯାଜପୁର ଜିଲ୍ଲାର ଦୁଇଟି ପୌରପାଳିକାକୁ ଦଖଲ କରିଛି ଶାସକ ବିଜୁ ଜନତା ଦଳ । ଯାଜପୁର ପୌରପାଳିକାରେ ୧୮ରୁ ୧୮ ୱାର୍ଡକୁ ବିଜେଡି ନିଜ ଦଖଲେରେ ରଖିଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ଖାତା ଖୋଲି ପାରି ନାହାନ୍ତି । ଏଥିସହ ବ୍ୟାସନଗର ପୌରପାଳିକାରେ ୨୬ଟି ୱାର୍ଡ ମଧ୍ୟରୁ ବିଜେଡି ସର୍ବାଧିକ ୧୫ଟି, କଂଗ୍ରେସ ୫ଟି ଏବଂ ବିଜେପି ଓ ସ୍ୱାଧୀନ 3ଟି ଲେଖାଁଏ ଆସନ ଦଖଲ କରିଛନ୍ତି ।

Municipal Vote Counting: ବିଜେଡି ଦଖଲରେ ଯାଜପୁର ଓ ବ୍ୟାସନଗର ପୌରପାଳିକା

ସେହିପରି ଉଭୟ ପୌରାଧ୍ୟକ୍ଷ ଆସନ ବିଜେଡ଼ି ଦଖଲ କରି ପୂର୍ବ ସ୍ଥିତିକୁ ବଜାୟ ରଖିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଛ ଶାସନ ଏବଂ ସହର ବିକାଶ ମୂଳକ କାର୍ଯ୍ୟ ଯୋଗୁଁ ଦଳକୁ ସଫଳତା ମିଳିଛି । ବିଜୟର ଶ୍ରେୟ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦେଇଛନ୍ତି ବିଜୟୀ ପ୍ରାର୍ଥୀ । ବିଜୟ ପରେ ବିଜୟ ଉତ୍ସବ ପାଳନ କରିଛନ୍ତି କର୍ମୀ ଓ ନେତା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.