ETV Bharat / state

ଯାଜପୁର ଗସ୍ତରେ 'ମୋ ସ୍କୁଲ' ଅଧ୍ୟକ୍ଷା - jajpur visit

ବୁଧବାର ଯାଜପୁରର ରାମବାଗ ହାଇସ୍କୁଲ ଏବଂ ଜିଲା ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ 'ମୋ ସ୍କୁଲ' ଅଧ୍ୟକ୍ଷା ସୁସ୍ମିତା ବାଗଚି।

ଯାଜପୁର ଗସ୍ତରେ 'ମୋ ସ୍କୁଲ' ଅଧ୍ୟକ୍ଷା
author img

By

Published : Nov 6, 2019, 8:29 PM IST

ଯାଜପୁର: ଜିଲ୍ଲା ଗସ୍ତରେ 'ମୋ ସ୍କୁଲ' ଅଧ୍ୟକ୍ଷା ସୁସ୍ମିତା ବାଗଚି। ସେ ବୁଧବାର ଯାଜପୁରର ରାମବାଗ ହାଇସ୍କୁଲ ଏବଂ ଜିଲା ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ।

ସ୍କୁଲରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମଧ୍ୟ ବିଭିନ୍ନ ମତାମତ ଗ୍ରହଣ କରିଥିଲେ। ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ପ୍ରମୁଖ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଜର ମତ ଦେଇଥିଲେ।

ଯାଜପୁର ଗସ୍ତରେ 'ମୋ ସ୍କୁଲ' ଅଧ୍ୟକ୍ଷା

ଯାଜପୁରରେ 'ମୋ ସ୍କୁଲ' ଅଭିଯାନକୁ ସଫଳ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଅଦ୍ୟାବଧି 45ଟି ସ୍କୁଲକୁ ସାମିଲ କରାଯାଇଛି। 'ମୋ ସ୍କୁଲ' ଅଭିଯାନ ମାଧ୍ୟମରେ ସ୍କୁଲର ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ବାଗଚି କହିଥିଲେ। ଏ ବୈଠକରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲାର ସମସ୍ତ ବିଇଓ ଏବଂ 'ମୋ ସ୍କୁଲ'ର ରାଜ୍ୟ ସଂଯୋଜକ ଅମରଜିତ୍ ଜେନା, ପ୍ରୋଗ୍ରାମ ଅଫିସର ପାର୍ଥବୀର ସାମଲ ପ୍ରମୁଖ ସାମିଲ ହୋଇଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର ଟାଉନ ଭିଜୁଆଲ:ମୋ ସ୍କୁଲ ରିଭ୍ୟୁ ।
ତାରିଖ:୦୬.୧୧.୨୦୧୯
କ୍ୟାମେରା/ରିପୋର୍ଟ:ଜ୍ଞାନରଞ୍ଜନ ଓଝା
ପଂର୍ମାଟ୍: ଏଭିଓ
ସ୍ଲଗ : ଯାଜପୁର ଗସ୍ତରେ ମୋ ସ୍କୁଲ ଅଧ୍ୟକ୍ଷ ସୁଶ୍ମିତା ବାଗଚି
ଆଙ୍କର
ଯାଜପୁର ଗସ୍ତରେ ମୋ ସ୍କୁଲ ଅଧ୍ୟକ୍ଷ ସୁଶ୍ମିତା ବାଗଚି । ଶ୍ରୀମତି ବାଗଚି ଆଜି ଯାଜପୁର ଜିଲାର ରାମବାଗ ହାଇସ୍କୁଲ ଏବଂ ଜିଲା ସ୍କୁଲ ପରିଦର୍ଶନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସ୍କୁଲରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମଧ୍ୟ ବିଭିନ୍ନ ମତାମତ ଗ୍ରହଣ କରିଥିଲେ । ପରେ ଜିଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ସମିକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ,ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ପ୍ରମୁଖ ଜିଲାର ଶିକ୍ଷା ବ୍ୟବସ୍ଥା ସଂପର୍କରେ ନିଜର ମତ ଦେଇଥିଲେ । ଯାଜପୁର ଜିଲାରେ ମୋ ସ୍କୁଲ ଅଭିଯାନକୁ ସପଂଳ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିରେ ଅଦ୍ୟାବଧି ୪୫ଟି ସ୍କୁଲକୁ ସାମିଲ କରାଯାଇଛି । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍କୁଲର ଭିତିଭୂମିର ବିକାଶ ହୋଇପାରିବ ବୋଲି ଶ୍ରୀମତି ବାଗଚି କହିଥିଲେ । ଏହି ସମିକ୍ଷା ବୈଠକରେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ,ଜିଲାର ସମସ୍ତ ବିଇଓ ଏବଂ ମୋ ସ୍କୁଲର ରାଜ୍ୟ ସଂଯୋଜକ ଅମରଜିତ୍ ଜେନା,ପ୍ରୋଗ୍ରାମ ଅପିଂସର ପ୍ରାର୍ଥବିର ସାମଲ ପ୍ରମୁଖ ସାମିଲ ହୋଇଥିଲେ ।
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.