ETV Bharat / state

ମନରେଗା ମହାଦୁର୍ନୀତି ଘଟଣା, ଧର୍ମେନ୍ଦ୍ରଙ୍କୁ ଭେଟିଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମନରେଗା ଯୋଜନାରେ ବ୍ୟାପକ ମହାଦୁର୍ନୀତି ଅଭିଯୋଗ ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ। ଅଧିକ ପଢନ୍ତୁ...

ମନରେଗା ମହାଦୁର୍ନୀତି ଘଟଣା, ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା

author img

By

Published : Aug 30, 2021, 11:51 AM IST

Updated : Aug 30, 2021, 5:40 PM IST

ଯାଜପୁର: ଜିଲ୍ଲାର ବିଞ୍ଝାରପୁର ବ୍ଲକ ମନରେଗା ଯୋଜନାରେ ବ୍ୟାପକ ମହାଦୁର୍ନୀତି ଅଭିଯୋଗ ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ। କେନ୍ଦ୍ରମନ୍ତ୍ରୀ ଦୁର୍ନୀତିର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ସୁପାରିଶ କରିଛନ୍ତି ।

ପ୍ରକାଶଥାଉକି, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ସିଂହପୁର ପଞ୍ଚାୟତରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ମନରେଗା ଯୋଜନାରେ ମେସିନରେ କାମ କରି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ନାଁରେ ଜବକାର୍ଡ କରି ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଥିଲା। ଏହାଛଡା ଅନେକ ପ୍ରକଳ୍ପ ଆଦୌ କାମ ନ ହୋଇ ମଧ୍ୟ ଟଙ୍କା ହଡପ କରାଯାଇଛି। ତୁରନ୍ତ ଏହି ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 30, 2021, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.