ETV Bharat / state

ବୃଦ୍ଧି ପାଉଛି ନାବାଳିକା ଦୁଷ୍କର୍ମ ଘଟଣା: ପ୍ରତିବାଦରେ କଂଗ୍ରେସର ଧାରଣା

ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣା ସଙ୍ଗୀନ ସ୍ଥିତିରେ । ଏହାକୁ ନେଇ ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି ।

ଫଟୋ ,ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 25, 2019, 2:57 PM IST

ଯାଜପୁର: ରାଜ୍ୟରେ ବଢି ଚାଲିଥିବା ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଗୁରୁବାର ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଳା ସଦର ମହକୁମାଠାରେ ଧାରଣା ଦେଇଛି । ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ରାଜ୍ୟରେ ନାବାଳିକା ଦୁଷ୍କର୍ମ, ନିଖୋଜ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ପ୍ରତିବାଦରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଯାଜପୁର ଜିଲ୍ଲା କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Sulg –Congress dabipatra
Format – Avo
Report – Gyana ranjan ojha
Place – jajpur
Date-25.07.2019
ଆଙ୍କର– ଋାଜ୍ୟରେ ବଢି ଚାଲିଥିବା ନାବାଳିକା ଧର୍ଷଣ ଓ ନିଖୋଜ ଘଟଣାକୁ ନେଇ ଆଜି ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଳା ସଦର ମହକୁମାଠାରେ ଧାରଣା ଦେଇଛି । ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଜିଲ୍ଳାପାଳ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ରାଜ୍ୟରେ ନାବାଳିକା ଧର୍ଷଣ, ନିଖୋଜ ଓ ଆଇନ ଶୃଖଂଳା ବିପଯୟ୍ୟସ୍ଥ ପ୍ରତିବାଦରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛି ଯାଜପୁର ଜିଲ୍ଲା କଂଗ୍ରେସ । ଏହି ପରିପେକ୍ଷୀରେ ଯାଜପୁର ଅତିରିକ୍ତ ଜିଲ୍ଳାପାଳଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.