ETV Bharat / state

ଦୁର ହେବ ଇସ୍ପାତ କାରଖାନାର ଅଚଳାବସ୍ଥା, ଶ୍ରମିକ ଫେରି ପାଇବେ ରୋଜଗାର - ମୈଥାନ ଇସ୍ପାତ କାରଖାନାର ଶ୍ରମିକ ଫେରି ପାଇବେ ରୋଜଗାର

ବିଗତ କିଛି ମାସ ଧରି ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଲାଗି ରହିଛି ଅଚଳାବସ୍ଥା । ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ କରିଛି । ଏନେଇ ଆୟୋଜିତ ହୋଇଥିଲା ବୈଠକ । ଅଧିକ ପଢନ୍ତୁ....

ଦୁର ହେବ ଇସ୍ପାତ କାରଖାନାର ଅଚଳାବସ୍ଥା, ଶ୍ରମିକ ଫେରି ପାଇବେ ରୋଜଗାର
author img

By

Published : Oct 23, 2019, 2:07 AM IST

ଯାଜପୁର: କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଲାଗି ରହିଥିବା ଅଚଳାବସ୍ଥା ଦୁର ହେବାକୁ ଯାଉଛି । ବିଗତ କିଛି ମାସ ଧରି କାରଖାନାର ଶ୍ରମିକ ଓ କର୍ମଚାରୀ ଦରମା ନପାଇ ଆନ୍ଦୋଳନ କରିବା ଫଳରେ କାରଖାନା ସମ୍ପୁର୍ଣ୍ଣ ବନ୍ଦ ହୋଇପଡିଥିଲା । ଜିଲା ପ୍ରଶାସନର ହସ୍ତକ୍ଷେପ ଫଳରେ ଏଭଳି ଅଚଳାବସ୍ଥା ଦୂର ହେବାକୁ ଯାଉଛି ।

ଦୁର ହେବ ଇସ୍ପାତ କାରଖାନାର ଅଚଳାବସ୍ଥା, ଶ୍ରମିକ ଫେରି ପାଇବେ ରୋଜଗାର

ମଙ୍ଗଳବାର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ କାର୍ଯ୍ୟାଳୟ ପରିସରରେ କାରଖାନା କର୍ତ୍ତୃପକ୍ଷ, ଶ୍ରମିକ ସଂଗଠନ କଳିଙ୍ଗନଗର ମଜଦୁର ୟୁନିଅନ ଏବଂ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟତଃ ଶ୍ରମିକ ମାନଙ୍କ ବକେୟା ପାଉଣା ଏବଂ ବୋନସ ସମ୍ପରକରେ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲା । ଶ୍ରମିକ ୟୁନିଅନ ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତୁରନ୍ତ ଶ୍ରମିକ ମାନଙ୍କର ବକେୟା ପାଉଣା ପ୍ରଦାନ ପାଇଁ ଦାବି ମଧ୍ୟ କରିଥିଲେ ।

କାରଖାନା ପକ୍ଷରୁ ନିର୍ଦ୍ଦେଶକ ସିପ୍ରା ସିଂ ଶ୍ରମିକ ମାନଙ୍କ ବକେୟା ପାଉଣା କିସ୍ତି ଆକାରରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କାରଖାନା ଭଲ ସ୍ଥିତିକୁ ଆସିବା ପରେ ଶ୍ରମିକ ମାନଙ୍କର ସମସ୍ତ ଦାବି ପୁରଣ କରାଯିବ ବୋଲି ନିର୍ଦ୍ଦେଶକ କହିଥିଲେ । ଏହି ଆଲୋଚନାରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର ସାମିଲ ହୋଇଥିଲେ । ପୂର୍ବରୁ ଶ୍ରମିକ ମାନଙ୍କର ସମସ୍ୟା ନେଇ ମଜଦୁର ୟୁନିଅନ କାରଖାନା ନିକଟରେ ରାସ୍ତାରୋକ କରିଥିଲା ଓ ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କର ସମସ୍ୟା ସମାଧାନ ନେଇ ପ୍ରତିଶୃତି ଦିଆଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Maithan_emplyee_problem
format-avb
reporter-Gyanaranjan ojha
place-jajpur
date-22.10.19
Anchor--- ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ । ବିଗତ କିଛି ମାସ ଧରି କାରଖାନା ର ଶ୍ରମିକ ଓ କର୍ମଚାରୀ ଦରମା ନ ପାଇ ଆନ୍ଦୋଳନ କରିବା ପଂଳରେ କାରଖାନା ସଂପୁର୍ଣ୍ଣ ବନ୍ଦ ହୋଇପଡିଥିଲା । ଜିଲା ପ୍ରଶାସନର ହସ୍ତକ୍ଷେପ ପଂଳରେ ଏଭଳି ଅଚଳାବସ୍ଥା ଦୂର ହେବାକୁ ଯାଉଛି । ଆଜି ଜିଲାପାଳ ରଂଜନ କୁମାର ଦାସଙ୍କ କାର୍ଯ୍ୟାଳୟ ପରିସରରେ କାରଖାନା କର୍ତୁପକ୍ଷ,ଶ୍ରମିକ ସଂଗଠନ କଳିଙ୍ଗନଗର ମଜଦୁର ୟୁନିଅନ ଏବଂ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟତଃ ଶ୍ରମିକ ମାନଙ୍କ ବକେୟା ପାଉଣା ଏବଂ ବୋନସ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲା । ଶ୍ରମିକ ୟୁନିଅନ ପକ୍ଷରୁ ପୂର୍ବତମ ମନ୍ତ୍ରୀ ପ୍ରପୁଂଲ୍ଲ ଚନ୍ଦ୍ର ଘଡେଇ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ତୁରନ୍ତ ଶ୍ରମିକ ମାନଙ୍କର ବକେୟା ପାଉଣା ପ୍ରଦାନ ପାଇଁ ଦାବି କରିଥିଲେ । କାରଖାନା ପକ୍ଷରୁ ନିର୍ଦ୍ଧେଶକ ସିପ୍ରା ସିଂ ଶ୍ରମିକ ମାନଙ୍କ ବକେୟା ପାଉଣା କିସ୍ତି ଆକାରରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କାରଖାନା ଭଲ ସ୍ଥିତିକୁ ଆସିବା ପରେ ଶ୍ରମିକ ମାନଙ୍କର ସମସ୍ତ ଦାବି ପୁରଣ କରାଯିବ ବୋଲି ନିର୍ଦ୍ଧେଶକ କହିଥିଲେ । ଏହି ଆଲୋଚନାରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର ସାମିଲ ହୋଇଥିଲେ । ପୂର୍ବରୁ ଶ୍ରମିକ ମାନଙ୍କର ସମସ୍ୟା ନେଇ ମଜଦୁର ୟୁନିଅନ କାରଖାନା ନିକଟରେ ରାସ୍ତାରୋକ କରିଥିଲା ଓ ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କର ସମସ୍ୟା ସମାଧାନ ନେଇ ପ୍ରତିଶୃତି ଦିଆଯାଇଥିଲା ।
1.         ରଂଜନ କୁମାର ଦାସ,ଯାଜପୁର ଜିଲାପାଳ ।
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.