ETV Bharat / state

ଦାନିଆବରର ନାବାଳକ ହତ୍ୟାକାଣ୍ଡ ଘଟଣା: ଦୋଷୀକୁ ଆଜୀବନ କାରାଦଣ୍ଡ - 2ଲକ୍ଷ ଟଙ୍କା ଜୋରିମାନା

ଦାନଗଦୀ ବ୍ଲକ ଦାନିଆବରର ନାବାଳକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଯାଜପୁର ରୋଡ କୋର୍ଟ ଅତିରିକ୍ତ ଦୌରାଜଜ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ 2ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।

jajpur
ଦାନିଆବରର ନାବାଳକ ହତ୍ୟାକାଣ୍ଡ ଘଟଣା: ଦୋଷୀକୁ ଆଜୀବନ କାରାଦଣ୍ଡ
author img

By

Published : Jan 7, 2020, 4:26 AM IST

ଯାଜପୁର: ଦାନଗଦୀ ବ୍ଲକ ଦାନିଆବରର ନାବାଳକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଯାଜପୁର ରୋଡ କୋର୍ଟ ଅତିରିକ୍ତ ଦୌରାଜଜ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ 2ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଦାନିଆବରର ନାବାଳକ ହତ୍ୟାକାଣ୍ଡ ଘଟଣା: ଦୋଷୀକୁ ଆଜୀବନ କାରାଦଣ୍ଡ

ଗତ 2017 ଜାନୁଆରୀ 12 ତାରିଖରେ ଦୋଷୀ ଅଜଗର ଅଲ୍ଲୀ ନିଜ ଭଣଜାକୁ ହତ୍ୟା କରିଥିଲା । ପାରିବାରିକ ବିବାଦକୁ ନେଇ ସେ ନିଜ ଭଣଜାକୁ ଖଣ୍ଡଖଣ୍ଡ କରି ହାଣି ହତ୍ୟା କରିଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର:ଦାନଗଦୀ ବ୍ଲକ ଦାନିଆବର ଗାଁର ନାବାଳକ ସଲାଉଦ୍ଦିନ ହତ୍ୟାକାଣ୍ଡ ଘଟଣା,ଅଭିଯୁକ୍ତ ଅଜଗର ଅଲ୍ଲୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଯାଜପୁର ରୋଡ କୋର୍ଟ ଅତିରିକ୍ତ ଦୌରାଜଜ୍,ଆଜୀବନ କାରାଦଣ୍ଡ ସହ 2ଲକ୍ଷ ଟଙ୍କାର ଜରିମାନା,2017 ଜାନୁଆରୀ 12 ତାରିଖ ଘଟିଥିଲା ହତ୍ୟାକାଣ୍ଡ,ପାରିବାରିକ ବିବାଦ ନେଇ ଭଣଜାକୁ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଥିଲା ମାମୁଁ ।Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.