ETV Bharat / state

କାଳୀପୂଜା ପାଇଁ ପ୍ରସ୍ତୁତ ବ୍ୟାସନଗର ପୌରପରିଷଦ: କଟକଣା ଭିତରେ ୧୧ଟି ସ୍ଥାନରେ ହେବ ପୂଜା - ବ୍ୟାସନଗର ୧୧ଟି ସ୍ଥାନରେ ହେବ ପୂଜା

ବ୍ୟାସନଗର ପୌରପରିଷଦର କାଳୀପୂଜା ପାଇଁ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ । କୋଭିଡ କଟକଣା ଭିତରେ ୧୧ଟି ସ୍ଥାନରେ ପୂଜା ପାଇବେ ମା’ କାଳୀ। ଅଧିକ ପଢନ୍ତୁ...

କାଳୀପୂଜା ପାଇଁ ପ୍ରସ୍ତୁତ ବ୍ୟାସନଗର ପୌରପରିଷଦର: କଟକଣା ଭିତରେ ୧୧ଟି ସ୍ଥାନରେ ହେବ ପୂଜା

author img

By

Published : Nov 3, 2021, 10:26 PM IST

ଯାଜପୁର: ବ୍ୟାସନଗର ପୌରପରିଷଦର କାଳୀପୂଜା ପାଇଁ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ । କୋଭିଡ କଟକଣା ଭିତରେ ୧୧ଟି ସ୍ଥାନରେ ପୂଜା ପାଇବେ ମା’ କାଳୀ। ଆସନ୍ତାକାଲି(ଗୁରୁବାର) ମଧ୍ୟରାତ୍ରିରୁ ପୂଜା ପାଇବେ ମା’ । ଏଥର କଟକଣା ଯୋଗୁଁ କୌଣସି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।

କାଳୀପୂଜା ପାଇଁ ପ୍ରସ୍ତୁତ ବ୍ୟାସନଗର ପୌରପରିଷଦର: କଟକଣା ଭିତରେ ୧୧ଟି ସ୍ଥାନରେ ହେବ ପୂଜା

ସବୁ ସ୍ଥାନରେ ମା’ଙ୍କ ମୂର୍ତ୍ତିର ଉଚ୍ଚା ୪ ଫୁଟ ଥିବା ଦେଖିବାକୁ ମିଳିଛି। ବିଶେଷ ଭାବରେ ବ୍ୟାସନଗର ପୌରପରିଷଦର କୋପଣ୍ଡ, ଚୋରଦା, ଧବଳଗିରି, ବସଷ୍ଟାଣ୍ଡ ଆଦି ୧୧ଟି ସ୍ଥାନରେ ମା’ ଏଥର ପୂଜା ପାଇବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ଅଧିକାଂଶ ସ୍ଥାନରେ ମାଆଙ୍କର ରଙ୍ଗ କାମ ଶେଷ ହେଇଛି। କୌଣସି ପୂଜା ମଣ୍ଡପରେ ମୂର୍ତ୍ତି କାରିଗର ବିଶେଷ କାମ ପାଇନଥିବାରୁ ମନରେ ଦୁଃଖ ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.