ETV Bharat / state

ଝରାଫୁଲ ମୃତ୍ୟୁ ଘଟଣା, ଆଜି ଅଭିଯୁକ୍ତ ରାକେଶ ରିମାଣ୍ଡର ଶୁଣାଣି

author img

By

Published : Feb 1, 2021, 1:59 PM IST

ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ରିମାଣ୍ଡରେ ନେବା ପାଇଁ କୁଆଖିଆ ପୋଲିସ ଆବେଦନ କରିଥିଲା । ଆଜି ଉକ୍ତ ଆବେଦନ ଉପରେ ଶୁଣାଣି କରାଯିବ । ଅଧିକ ପଢନ୍ତୁ...

ଝରାଫୁଲ ମୃତ୍ୟୁ ଘଟଣା, ଅଭିଯୁକ୍ତ ରାକେଶର ରିମାଣ୍ଡର ଶୁଣାଣି ଆଜି

ଯାଜପୁର: ଝରାଫୁଲ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶ ସ୍ବାଇଁକୁ ରିମାଣ୍ଡର ଆଜି ଶୁଣାଣି । ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ରିମାଣ୍ଡରେ ନେବା ପାଇଁ କୁଆଖିଆ ପୋଲିସ ଆବେଦନ କରିଥିଲା ।

ଯାଜପୁର ଜିଲ୍ଲା ଦୌରାଜଜଙ୍କ ନିକଟରେ ରାକେଶକୁ 5 ଦିନିଆ ରିମାଣ୍ଡରେ ନେବା ପାଇଁ କୂଆଖିଆ ପୋଲିସ ଆବେଦନ କରିଛି। ଝରାଫୁଲର ଶବ ମୃତ୍ୟୁ ଘଟଣା ଓ ମୃରଶରୀର ବୋହିବା କାର୍ଯ୍ୟରେ କିଏ କିଏ ସହଯୋଗ କରିଛନ୍ତି । ଏବଂ ମୃତଶରୀର ବୋହିବା ପାଇଁ ବ୍ୟବହୃତ ସ୍କୁଟି ଗଲା କୁଆଡେ ? ଏ ସବୁ ବିଷୟରେ ତଦନ୍ତ କରିବା ପାଇଁ ରାକେଶକୁ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିଛି ।

ତେବେ କେତେଦିନ ପାଇଁ ଅଦାଲତ ଅନୁମତି ଦେଉଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.