ETV Bharat / state

ସୂଚନା ଅଧିକାର କର୍ମୀଙ୍କୁ ବୋମା ମାଡ଼ ଘଟଣା, ପ୍ରତିକ୍ରିୟା ରଖିଲେ ଯାଜପୁର ଏସପି - bomb hurled at rti activist vehicle

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାନଗରେ ସୂଚନାଅଧିକାର କର୍ମୀଙ୍କ ଉପରେ ବୋମା ମାଡ଼ ଘଟଣାରେ ଖୁବଶୀଘ୍ର ବୋମା ମାଡ କରିଥିବା ବ୍ୟକ୍ତିକୁ ଗିରଫ କରାଯିବ କହିଲେ ଯାଜପୁର ଏସପି ରାହୁଲ ପିଆର । ଅଧିକ ପଢନ୍ତୁ...

ସୂଚନା ଅଧିକାର କର୍ମୀଙ୍କୁ ବୋମା ମାଡ଼, ପ୍ରତିକ୍ରିୟା ରଖିଲେ ଯାଜପୁର ଏସପି

author img

By

Published : Mar 28, 2021, 5:03 PM IST

ଯାଜପୁର: ସୂଚନା ଅଧିକାର କର୍ମୀଙ୍କ ଉପରେ ହୋଇଥିବା ବୋମା ମାଡ଼ ଘଟଣାରେ ଯାଜପୁର ଏସପି ରାହୁଲ ପିଆରଙ୍କ ପ୍ରତିକ୍ରିୟା । ଗତକାଲି(ଶନିବାର) ସୂଚନାଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଗାଡି ଉପରେ ହୋଇଥିଲା ଏକାଧିକ ବୋମାମାଡ ।

ସୂଚନା ଅଧିକାର କର୍ମୀଙ୍କୁ ବୋମା ମାଡ଼, ପ୍ରତିକ୍ରିୟା ରଖିଲେ ଯାଜପୁର ଏସପି

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାନଗରେ ସୂଚନାଅଧିକାର କର୍ମୀଙ୍କ ଉପରେ ବୋମା ମାଡ଼ ଘଟଣାରେ ଖୁବଶୀଘ୍ର ବୋମା ମାଡ କରିଥିବା ବ୍ୟକ୍ତିକୁ ଗିରଫ କରାଯିବ କହିଲେ ଯାଜପୁର ଏସପି ରାହୁଲ ପିଆର ।

ଶନିବାର ଠାରୁ ଦୋଷୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି। ସୂଚନା ମୁତାବକ, ଗତକାଲି ରାତିରେ ଧର୍ମଶାଳାରେ ସୂଚନାଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଗାଡି ଉପରେ ବୋମା ମାଡ଼ ହୋଇଥିଲା, ଯେଉଁଥିରେ ସର୍ବେଶ୍ବରଙ୍କ ସମେତ ଦୁଇ ଜଣ ଗୁରୁତର ହୋଇଥିଲେ।

ତାଙ୍କ ସହିତ ଥିବା ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି । ଇମାମ ନଗରରୁ ଫେରୁଥିବା ବେଳେ ଗାଡି ଉପରକୁ ଏକାଧିକ ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ। ଗୁରୁତର ସର୍ବେଶ୍ବର ଏକ ଘରୋଇ ଡାକ୍ତରଖାନା ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.