ETV Bharat / state

କାଲିଠୁ ସପ୍ତାହନ୍ତ ସଟଡାଉନ

ଯାଜପୁରରେ କାଲି ଠାରୁ ସପ୍ତାହନ୍ତ ସଟଡାଉନ । ସୂଚନା ଦେଲେ ଏସପି । ଅଧିକ ପଢନ୍ତୁ...

author img

By

Published : Apr 23, 2021, 6:46 PM IST

jajpur shutdown from tomorrow
କାଲିଠୁ ସାପ୍ତାହନ୍ତ ସଟଡାଉନ

ଯାଜପୁର: ଜିଲ୍ଲାର ଆସନ୍ତାକାଲି ଠାରୁ ପୁଣି ସପ୍ତାହନ୍ତ ସଟଡାଉନ । ଦୁଇ ପୌରାଞ୍ଚଳ ଯାଜପୁର ସଦର ମହକୁମା ଏବଂ ବ୍ୟାସନଗର ସହରରେ ଏହି ସଟଡାଉନ କରାଯାଇଛି। ପ୍ରତି ସପ୍ତାହରେ ଶନିବାର ଏବଂ ରବିବାର ଦୁଇଦିନ ଧରି ସପ୍ତାହନ୍ତ ସଟଡାଉନ କଡାକଡି ପାଳନ କରାଯିବ। ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆଗୁଆ ଲୋକମାନଙ୍କୁ ସଚେତନ କରାଯାଇଛି।

କାଲିଠୁ ସାପ୍ତାହନ୍ତ ସଟଡାଉନ

ଜିଲ୍ଲାରେ ପଜିଟିଭ ଅଧିକ ଚିହ୍ନଟ ହେଉଥିବାରୁ ସଟଡାଉନ, ଚେକିଂ ଓ ବ୍ଲକିଂ ପ୍ରକ୍ରିୟାକୁ କଡାକଡି ଭାବେ ପାଳନ କରାଯିବ ବୋଲି ଯାଜପୁର ଏସପି କହିଛନ୍ତି । ସେପଟେ ସହରାଞ୍ଚଳରେ ଲାଗୁ ହେବାକୁ ଯାଉଥିବା ସଟଡାଉନ ନିୟମକୁ ସ୍ବାଗତ ଜଣାଇଛନ୍ତି ସହରବାସୀ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.