ETV Bharat / state

ଦୁଷ୍କର୍ମ ଅଭିଯୋଗରେ ଜଣେ କୋର୍ଟ ଚାଲାଣ

author img

By

Published : Aug 3, 2021, 10:17 PM IST

ଯାଜପୁର ରୋଡ ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ କୋର୍ଟ ଚାଲାଣ । ଅଧିକ ପଢନ୍ତୁ...

jajpur road police station rape accused arrested by police
ଯାଜପୁର ରୋଡ ଥାନା; ଦୁଷ୍କର୍ମ ଅଭିଯୋଗରେ ଜଣେ କୋର୍ଟ ଚାଲାଣ

ଯାଜପୁର: ଦୁଷ୍କର୍ମ ଅଭିଯୋଗରେ ଜଣେ କୋର୍ଟ ଚାଲାଣ । ଯାଜପୁର ରୋଡ ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ କୋର୍ଟ ଚାଲାଣ ।

ସୂଚନା ମୁତାବକ ଯାଜପୁର ରୋଡ ଥାନା ଅଞ୍ଚଳରେ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଗତ ଜୁନ ମାସରେ ପୀଡିତାଙ୍କ ଦିଅର ରମାକାନ୍ତ ପେରେଇ ଟଣାଓଟରା କରିବା ସହିତ ଦୁଷ୍କର୍ମ କରିଥିବା ୨୬/୬/୨୦୨୧ରେ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗକୁ ଆଧାର କରି ଯାଜପୁର ରୋଡ ପୋଲିସ ଗତକାଲି ରାତିରେ ରମାକାନ୍ତ ପେରେଇଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି। ତେବେ ଆଜି ଅଭିଯୁକ୍ତ ରମାକାନ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି। ସେପଟେ ରମାକାନ୍ତ ଅଭିଯୋଗ କରିଛନ୍ତି ଭାଉଜ ଟଙ୍କା ଧାର ନେଇ ଯାଇଛନ୍ତି ମାଗିବାରୁ ଫସେଇ ଦେଇଥିବା ଅଭିଯୋଗ କରିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.