ETV Bharat / state

ବିଭିନ୍ନ ଦାବି ନେଇ ଖଣି ଶ୍ରମିକଙ୍କ ଧାରଣା - jajpur mining workers

ଆଲଏଜ ଖଣି ଶ୍ରମିକଙ୍କୁ ପାରିଶ୍ରମିକ ଦେବାରେ ଅବଦେଳା ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଯାଜପୁର ଶତାଧିର ଶ୍ରମିକ କ୍ରୋମାଇଟ ଖାଦାନ ମଜଦୁର ସଂଘ ନେତୃତ୍ବରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ଖଣି ଶ୍ରମିକଙ୍କ ଧାରଣା
ବିଭିନ୍ନ ଦାବି ନେଇ ଖଣି ଶ୍ରମିକଙ୍କ ଧାରଣା
author img

By

Published : Oct 28, 2020, 10:17 AM IST

ଯାଜପୁର: ଖଣି ଶ୍ରମିକଙ୍କୁ ପାରିଶ୍ରମକି ଦେବାରେ ଅବହେଳା । ଏ ନେଇ ବୁଧବାର କାଳିଆପାଣି ବାଲେଶ୍ବର ଆଲଏଜ୍ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଶତାଧିକ ଶ୍ରମିକ ।

ବିଭିନ୍ନ ଦାବି ନେଇ ଖଣି ଶ୍ରମିକଙ୍କ ଧାରଣା

ବାଲେଶ୍ବର ଆଲଏଜ ଖଣିରେ କାର୍ଯ୍ୟରତ ଶତାଧିକ ଶ୍ରମିକଙ୍କୁ ଠିକ୍ ଭାବରେ ଦରମା ନ ଦେବା ଅଭିଯୋଗ ହୋଇଛି । କ୍ରୋମାଇଟ ଖାଦାନ ମଜଦୁର ସଂଘ ନେତୃତ୍ବରେ ଖଣି ଫାଟକ ଆଗରେ ଧାରଣାରେ ବସିଛନ୍ତି ଶତାଧିକ ଶ୍ରମିକ । ବାକି ରହିଥିବା ଦରମା ପ୍ରଦାନ କରିବା, ଇପିଏଫ୍ ଓ ବୋନସ୍ ଦେବା ଆଦି ବିଭିନ୍ନ ଦାବି ନେଇ ଧାରଣା ଦେବା ସହ ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି ।

ଶ୍ରମିକମାନଙ୍କ ଦାବିକୁ ପୂରଣ ନକରାଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.