ETV Bharat / state

ମନ୍ଦିର ଖୋଲିବା ନେଇ ମହାବିନାୟକ ମନ୍ଦିରର ସେବାୟତଙ୍କ ପ୍ରତିବାଦ

କୋରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବିଭିନ୍ନ ମନ୍ଦିର ବନ୍ଦ ହୋଇ ରହିଥିବାରୁ ଦୁଃଖ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ସେବାୟତ । ଏନେଇ ଯାଜପୁର ଜିଲ୍ଲାର ମହାବିନାୟକ ମନ୍ଦିରର ସେବାୟତମାନେ ଘଣ୍ଟ ବାଡେଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

ମନ୍ଦିର ଖୋଲିବା ନେଇ ମହାବିନାୟକ ମନ୍ଦିରର ସେବାୟତଙ୍କ ପ୍ରତିବାଦ
ମନ୍ଦିର ଖୋଲିବା ନେଇ ମହାବିନାୟକ ମନ୍ଦିରର ସେବାୟତଙ୍କ ପ୍ରତିବାଦ
author img

By

Published : Nov 18, 2020, 7:08 PM IST

ଯାଜପୁର: କୋରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବିଭିନ୍ନ ମନ୍ଦିର ବନ୍ଦ ହୋଇ ରହିଥିବାରୁ ଦୁଃଖ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ସେବାୟତମାନେ । ଏନେଇ ଯାଜପୁର ଜିଲ୍ଲାର ମହାବିନାୟକ ମନ୍ଦିରର ସେବାୟତମାନେ ମନ୍ଦିର ଖୋଲିବାକୁ ଦାବି କରି ଘଣ୍ଟ ବାଡେଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ମନ୍ଦିର ଖୋଲିବା ନେଇ ମହାବିନାୟକ ମନ୍ଦିରର ସେବାୟତଙ୍କ ପ୍ରତିବାଦ

ଏଭଳି ପରିସ୍ଥିତିରେ ଏହି ମନ୍ଦିରର ସେବାୟତମାନେ ନିଜର ଜୀବିକା ହରାଇ ଅର୍ଥନୈତିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ମନ୍ଦିର ଖୋଲିବା ନେଇ ମନ୍ଦିର ବାହାରେ ଘଣ୍ଟ ବାଡେଇ ସେବାୟତମାନେ ପ୍ରତିବାଦ କରିଛନ୍ତି । କୋରୋନା କଟକଣା ସହିତ ମନ୍ଦିର ଖୋଲିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ସେବାୟତମାନେ । ତୁରନ୍ତ ଏହାର ସୁବିଚାର କରିବାକୁ ପ୍ରଶାସନ ନିକଟରେ ଆପତ୍ତି ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.