ETV Bharat / state

ଯାଜପୁରରେ ଆଜି ସର୍ବାଧିକ 200 କୋରୋନା ରୋଗୀ ଚିହ୍ନଟ - କୋରୋନା ରୋଗୀ ଚିହ୍ନଟ

ଜିଲ୍ଲାରେ ରବିବାର ସର୍ବାଧିକ 200 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କୋରୋନା ଜନିତ ଜଣକର ମୃତ୍ୟୁ ହୋଇଛି ।

corona patient
ଯାଜପୁରରେ ଆଜି ସର୍ବାଧିକ 200 କୋରୋନା ରୋଗୀ ଚିହ୍ନଟ
author img

By

Published : Aug 16, 2020, 4:43 PM IST

ଯାଜପୁର: ଜିଲ୍ଲାରେ ରବିବାର ସର୍ବାଧିକ 200 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କୋରୋନା ଜନିତ ଜଣକର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 2041ରେ ପହଞ୍ଚିଛି । ଏଥିମଧ୍ୟରୁ 1587 ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ 40ଟି ସକ୍ରିୟ ମାମଲା ରହିଛି ଓ ଏବେ ସୁଦ୍ଧା ମୋଟ 4 ଜଣଙ୍କ ମୃତ୍ୟୁ ହୋଇଛି।

ଯାଜପୁରରେ ଆଜି ସର୍ବାଧିକ 200 କୋରୋନା ରୋଗୀ ଚିହ୍ନଟ

ସୂଚନାମୁତାବକ, ଏବେ ଯାଜପୁର ଜିଲ୍ଲାରେ କୌଣସି କୋଭିଡ ଜନିତ କଟକଣା ନଥିବାବେଳେ ପ୍ରତ୍ୟେକ ଦିନ ଜିଲ୍ଲାରେ କୋରୋନା ସଂକ୍ରମଣ ଯୋଗୁଁ ଚିନ୍ତାରେ ସହରବାସୀ। ସହରରେ ଦିନରାତି ଦୋକାନ ବଜାର ଖୋଲା ଫଳରେ ଗାଡିମଟର ଭିଡ ଦେଖିବାକୁ ମିଳୁଛି। ଏଥିପାଇଁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖା ଦେଇଛି। ତେବେ ଜିଲ୍ଲାରେ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ସହିତ କୋଭିଡ କଟକଣାକୁ କଡାକଡି କରିବାକୁ ସହରବାସୀ ଦାବି କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.