ETV Bharat / state

ଅମାନିଆଙ୍କୁ ସାବାଡ ପାଇଁ କଠୋର ଯାଜପୁର ଜିଲ୍ଲା ପ୍ରଶାସନ

ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ପାଇଁ ବିଭିନ୍ନ ସ୍ଥାନରେ ଧରପକଡ ଜାରି ରହିଛି । ଶୁକ୍ରବାର ରାତ୍ରିରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ବରେ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା ।

Jajpur district administration taking action against COVID rule breaker
କୋରୋନା କଟକଣା କଡାକଡି ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଚଢାଉ
author img

By

Published : Jul 25, 2020, 10:08 PM IST

ଯାଜପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ପାଇଁ ବିଭିନ୍ନ ସ୍ଥାନରେ ଧରପକଡ ଜାରି ରହିଛି । ଶୁକ୍ରବାର ରାତ୍ରିରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ବରେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

କୋରୋନା କଟକଣା କଡାକଡି ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଚଢାଉ

ସହରର ରେଡକ୍ରସ୍, ରାମ ମନ୍ଦୀର, ଗୋପାଳି ଛକ, ମେଡିକାଲ ଛକ, କବର ଖାନା, ଗରିଆପୁର, ବିରଜା ମନ୍ଦୀର, ମୋଟରଙ୍ଗା ପାଳ ଆଦି ସ୍ଥାନରେ ଚଢଉ କରାଯାଇଥିଲା ।

ବିଭିନ୍ନ ଲୋକଙ୍କୁ ବିନା ମାସ୍କରେ ପଦାକୁ ଆସିବା ନେଇ ବାରଣ କରିବା ସହିତ ବିନା କାରଣରେ ବାହାରେ ଯାତାୟତ କରୁଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

ଏକାଧିକ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ଏହି ଚଢ଼ାଉ କାର୍ଯ୍ୟକ୍ରମ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.