ETV Bharat / state

ଆକ୍ସିସ ବ୍ୟାଙ୍କର ୬ କର୍ମଚାରୀ ପଜିଟିଭ ଚିହ୍ନଟ, ବ୍ୟାଙ୍କ ସିଲ କଲା ପ୍ରଶାସନ - ବ୍ୟାଙ୍କକୁ ସିଲ କଲା ପ୍ରଶାସନ

ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ଆକ୍ସିସ ବ୍ୟାଙ୍କରେ କାର୍ଯ୍ୟରତ ୬ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହେବାପରେ ସଂପୃକ୍ତ ବ୍ୟାଙ୍କକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଆକ୍ସିସ ବ୍ୟାଙ୍କର ୬ କର୍ମଚାରୀ ପଜିଟିଭ ଚିହ୍ନଟ, ବ୍ୟାଙ୍କକୁ ସିଲ କଲା ପ୍ରଶାସନ

author img

By

Published : Aug 18, 2020, 3:27 PM IST

ଯାଜପୁର: ଜିଲ୍ଲା ବ୍ୟାସନଗର ଆକ୍ସିସ ବ୍ୟାଙ୍କରେ ୬ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ । ଚିହ୍ନଟ ହେବାପରେ ସଂପୃକ୍ତ ବ୍ୟାଙ୍କକୁ ସିଲ କରିଛି ଯାଜପୁର ଜିଲ୍ଲା ପ୍ରଶାସନ । ବ୍ୟାଙ୍କର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଟେଷ୍ଟ କରାଯିବ ।

ଆକ୍ସିସ ବ୍ୟାଙ୍କର ୬ କର୍ମଚାରୀ ପଜିଟିଭ ଚିହ୍ନଟ, ବ୍ୟାଙ୍କକୁ ସିଲ କଲା ପ୍ରଶାସନ

ମଙ୍ଗଳବାର ବ୍ୟାସନଗର ସ୍ଥିତ ଷ୍ଟାଡିୟମରେ ଅନୁଷ୍ଠିତ ଆଣ୍ଟିଜେନ ଟେଷ୍ଟ ପ୍ରକ୍ରିୟାରେ ୯ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବ୍ୟାସନଗର ଆକ୍ସିସ ବ୍ୟାଙ୍କର ୬ ଜଣ କର୍ମଚାରୀ ରହିଥିବା ଜଣାପଡ଼ିଛି । ଏହାପରେ ଯାଜପୁର ରୋଡ ସ୍ଥିତ ଆକ୍ସିସ ବ୍ୟାଙ୍କକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ସୂଚନା ଥାଉକି ପୂର୍ବରୁ ବ୍ୟାଙ୍କର ଜଣେ ଅଧିକାରୀଙ୍କୁ କୋରୋନା ସଂକ୍ରମଣ ପରେ କାର୍ଯ୍ୟରତ କର୍ମଚାରୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ତେବେ ବ୍ୟାଙ୍କର ଆହୁରି ୪0ଜଣ କର୍ମଚାରୀଙ୍କ ଟେଷ୍ଟ କରାଯିବା ସୂଚନା ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.