ETV Bharat / state

ଯାଜପୁରରେ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଓ କେନ୍ଦ୍ରାଞ୍ଚଳ ଡିଆଇଜି - ପୋଲିସ୍ ମହାନିର୍ଦ୍ଦେଶକ

ଯାଜପୁରରେ ସଟଡାଉନ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଯାଜପୁର ରୋଡରେ ପହଞ୍ଚିଛନ୍ତି ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ । ଅଧିକ ପଢନ୍ତୁ....

in-jajpur-additional-director-general-of-police-and-central-dig

author img

By

Published : Apr 24, 2020, 8:37 PM IST

ଯାଜପୁର: ଯାଜପୁରରେ ସଟଡାଉନ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଯାଜପୁର ରୋଡରେ ପହଞ୍ଚିଛନ୍ତି ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ।

ଯାଜପୁରରେ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଓ କେନ୍ଦ୍ରାଞ୍ଚଳ ଡିଆଇଜି

ଏହି ଦୁଇ ଅଧିକାରୀ ଏଠାରେ ପହଞ୍ଚି ଯାଜପୁର ଏସପି ଚରଣ ସିଂ ମୀନାଙ୍କ ସହ ଯାଜପୁରରେ ଜାରି ହୋଇଥିବା ସଟଡାଉନ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.