ETV Bharat / state

ବିରୋଧୀ ଦଳର ଅଣ୍ଡାମାଡ଼ ଉଦ୍ୟମ ପଣ୍ଡ, ମା’ ବିରଜାଙ୍କ କୃପାରୁ ବର୍ତ୍ତିଲି କହିଲେ ଅପରାଜିତା - ବ୍ୟାସନଗର ପୌରପରିଷଦ ଗସ୍ତରେ ସାଂସଦ ଅପରାଜିତା

ବ୍ୟାସନଗର ପୌରପରିଷଦକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ(Bhubaneswar MP Aparajita Sadangi) ଗସ୍ତ । ଅଣ୍ଡା ମାଡ଼(egg attack) ପାଇଁ ବିଭିନ୍ନ ରାଜନୈତିକ ଦଳର ଉଦ୍ୟମ କରୁଥିବା ବେଳେ ବିରଜାଙ୍କ କୃପାରୁ ବର୍ତ୍ତିଗଲେ କହିଲେ ସାଂସଦ। ଅଧିକ ପଢନ୍ତୁ...

ଅଣ୍ଡା ମାଡ଼ ପାଇଁ ବିରୋଧି ଦଳର ଉଦ୍ୟମ ପଣ୍ଡ, ମା ବିରଜାଙ୍କ କୃପାରୁ ବର୍ତ୍ତି ଗଲି କହିଲେ ଅପରାଜିତା

author img

By

Published : Nov 28, 2021, 2:12 PM IST

ଯାଜପୁର: ବ୍ୟାସନଗର ପୌରପରିଷଦକୁ(Vyasanagar Municipality) ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ(bhubaneswar MP Aparajita Sadangi) ଗସ୍ତ । ଅଣ୍ଡା ମାଡ଼(egg attack) ପାଇଁ ବିଭିନ୍ନ ରାଜନୈତିକ ଦଳର ଉଦ୍ୟମ କରୁଥିବା ବେଳେ ବିରଜାଙ୍କ କୃପାରୁ ବର୍ତ୍ତିଗଲେ କହିଲେ ସାଂସଦ। ସୂଚନା ମୁତାବକ ଗତକାଲି(ଶନିବାର) ଏକ କାର୍ଯ୍ୟକ୍ରମରେ ବ୍ୟାସନଗର ସହରର ବ୍ରାହ୍ମଣୀ ହୋଟେଲକୁ ଆସୁଥିଲେ। ତେବେ ସାଂସଦଙ୍କ ଆସିବା ଖବର ପାଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କୋରେଇ ଥାନା ବେଣାପୁର ଛକରୁ ବ୍ୟାସନଗର ସହରର ଦୁଇ ତିନୋଟି ସ୍ଥାନରେ ଯୁବକମାନେ ସାଂସଦଙ୍କୁ ଅଣ୍ଡା ମାରିବାକୁ ଛକି ବସିଥିଲେ । ମାତ୍ର କୌଣସି କାରଣ ବଶତଃ ସାଂସଦଙ୍କୁ ଅଣ୍ଡା ମାରି ପାରିନଥିଲେ।

ଅଣ୍ଡା ମାଡ଼ ପାଇଁ ବିରୋଧି ଦଳର ଉଦ୍ୟମ ପଣ୍ଡ, ମା ବିରଜାଙ୍କ କୃପାରୁ ବର୍ତ୍ତି ଗଲି କହିଲେ ଅପରାଜିତା

ଏହି ଘଟଣାକୁ ନେଇ ପତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ତେବେ ସେ ମା’ ବିରଜାଙ୍କ କୃପାରୁ ରକ୍ଷା ପାଇଯାଇଛନ୍ତି ବୋଲି କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.