ETV Bharat / state

'ଛାତ୍ରଛାତ୍ରୀମାନଙ୍କୁ ସ୍ବାଧୀନତା ଦେବା ଉଚିତ' - ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବ୍ୟାସନଗର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧିକ ଖବର ପଢନ୍ତୁ...

ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଧୀନତା ଦେବା ଉଚିତ
ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଧୀନତା ଦେବା ଉଚିତ
author img

By

Published : Dec 22, 2019, 10:49 AM IST

ଯାଜପୁର: ବ୍ୟାସନଗର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଧୀନତା ଦେବାକୁ ପରାମର୍ଶ ଦେଇଥିଲେ । କାରଣ ସେମାନଙ୍କ ମଧ୍ୟରେ କପଟତା ନଥାଏ, ସେମାନଙ୍କୁ ସୁଯୋଗ ଦେଲେ ସେମାନଙ୍କର ବିକାଶ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ ।

ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଧୀନତା ଦେବା ଉଚିତ

ଏହି ଉତ୍ସବରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ସଫଳତା ବିଷୟରେ କାମନା କରିଥିଲେ । ଏହି ଅବସରରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug – GOVERNOR VISIT
Format – AVB
Reporter – Gyanaranjan ojha
Place - Jajpur
Date - 22.12.2019
Anchor – ଯାଜପୁର:ବ୍ୟାସନଗର ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏକ ଉତ୍ସଵ ରେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଧୀନତା ଦେବାକୁ ପରାମର୍ଶ ଦେଇଥିଲେ। କାରଣ ସେମାନଙ୍କ ମଧ୍ୟରେ କପଟତା ନଥାଏ,ସେମାନଙ୍କୁ ସୁଯୋଗ ଦେଲେ ସେମାନଙ୍କ ର ବିକାଶ ହୋଇପାରିବ। ଏହି ଉତ୍ସବ ରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ର ସଫଳତା କାମନା କରିଥିଲେ। ଏହି ଅଵସର ରେ ବିଭିନ୍ନ ବ୍ୟକ୍ତିବିଶେଷ ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା।
ବାଇଟ:ପ୍ରଫେସର ଗଣେସି ଲାଲ,ରାଜ୍ୟପାଳ
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.