ETV Bharat / state

ଗଞ୍ଜେଇ ବୋଝେଇ କାର ଜବତ, ଦୁଇ ଗିରଫ

author img

By

Published : Nov 19, 2019, 8:23 PM IST

ଯାଜପୁର ଅବକାରୀ ବିଭାଗ କନ୍ଧମାଳରୁ ଭଦ୍ରକ ଯାଉଥିବା ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି । ୩୧ କେଜି ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଯାଜପୁର

ଯାଜପୁର : ଗଞ୍ଜେଇ ବୋଝେଇ କାର ଜବତ । କନ୍ଧମାଳରୁ ଭଦ୍ରକ ଯାଉଥିବା ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି ଯାଜପୁର ଅବକାରୀ ବିଭାଗ । ଏଥିରୁ ୩୧କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ସଂପୃକ୍ତ ୨ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡଚଣା ନିକଟରେ ଚଢାଉ କରିଥିଲା । ଅବକାରୀ ବିଭାଗର ଚଢାଉ ସମୟରେ କାର ଭିତରେ ୩୧କେଜି ଗଞ୍ଜେଇ ଜବତ କରିବା ସହ ୨ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଅଞ୍ଚଳର ପ୍ରମୋଦ କୁମାର ଗୌଡ ଏବଂ କଟକ ଗୋବିନ୍ଦପୁର ଅଞ୍ଚଳର ଶରତ ଚନ୍ଦ୍ର ବାରିକ । ଏମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ହୋଇଥିବା ବେଳେ ଅନ୍ୟ ଜଣେ କାର ଡ୍ରାଇଭର ଥିବା ଯାଜପୁର ଅବକାରୀ ବିଭାଗ ଅଧୀକ୍ଷକ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:GANJA SEIZED
ଆଙ୍କର
କନ୍ଧମାଳରୁ ଭଦ୍ରକ ଯାଉଥିବା ଏକ ଗଂଜେଇ ବୋଝେଇ କାରକୁ ଜବତ କରିଛି ଯାଜପୁର ଅବକାରୀ ବିଭାଗ । ଏଥିରୁ ୩୧କେଜି ଗଂଜେଇ ଜବତ ହୋଇଥିବା ବେଳେ ସଂପୃକ୍ତ ୨ଜଣକୁ ଗିରଫ କରିଛି ଅବକାରୀ ବିଭାଗ । କୈାଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡଚଣା ନିକଟରେ ଏହି ଚଢାଉ କରିଥିଲା । ଚଢାଉ ସମୟରେ ୩୧କେଜି ଗଂଜେଇ ଜବତ ସହ ୨ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଅଂଚଳର ପ୍ରମୋଦ କୁମାର ଗୈାଡ ଏବଂ କଟକ ଗୋବିନ୍ଦପୁର ଅଂଚଳର ଶରତ ଚନ୍ଦ୍ର ବାରିକ । ଏମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ହୋଇଥିବା ବେଳେ ଅନ୍ୟ ଜଣେ କାର ଡ୍ରାଇଭର ଥିବା ଯାଜପୁର ଅବକାରୀ ବିଭାଗ ଅଧିକ୍ଷକ ସୂଚନା ଦେଇଛନ୍ତି ।

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.