ETV Bharat / state

ସଡକ ସୁରକ୍ଷା ନିୟମ ଶିଖାଇଲେ ଯମରାଜ ଓ ଚିତ୍ରଗୁପ୍ତ

author img

By

Published : Oct 31, 2019, 10:32 PM IST

ଯାଜପୁରରେ ପୌରପାଳିକା ବିଜୁ ଯୁବ ବାହିନୀ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ “ରକ୍ଷକ” ଅନୁଷ୍ଠିତ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ସଡକ ସୁରକ୍ଷା ନିୟମ ଶିଖାଇଲେ ଯମରାଜ ଓ ଚିତ୍ରଗୁପ୍ତ

ଯାଜପୁର: ପୌରପାଳିକା ବିଜୁ ଯୁବ ବାହିନୀ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ “ରକ୍ଷକ” ଅନୁଷ୍ଠିତ ହୋଇଯାଇଛି । ଜମରାଜ ଓ ଚିତ୍ରଗୁପ୍ତ ବେଶରେ ରାସ୍ତାରେ ଯାଉଥିବା ମୋଟର ସାଇକେଲ ଚାଳକଙ୍କୁ ହେଲମେଟ ପିନ୍ଧିବା ଏବଂ କାର ଚାଳକ ମାନଙ୍କୁ ସିଟ୍ ବେଲ୍ଟ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ ।

ସଡକ ସୁରକ୍ଷା ନିୟମ ଶିଖାଇଲେ ଯମରାଜ ଓ ଚିତ୍ରଗୁପ୍ତ

ଏହାକୁ ଯାଜପୁର ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ । ଯାଜପୁର ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହାସହ ନିୟମ ମାନୁଥିବା ଚାଳକଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସ୍ବାଗତ କରାଯାଇଥିଲା । ଏଥିରେ ବିଜୁ ଯୁବ ବାହିନୀର ସଦସ୍ୟ ଏବଂ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Rakhya
format-avo
reporter-Gyanaranjan ojha
place-jajpur
date-31.10.19
Anchor---ଯାଜପୁର ପୌରପାଳିକା ବିଜୁ ଯୁବ ବାହିନି ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ “ରକ୍ଷକ” ଅନୁଷ୍ଠିତ ହୋଇଯାଇଛି । ଏହାକୁ ଯାଜପୁର ଜିଲା କ୍ରିଡା ଅଧିକାରୀ ଫକିର ମୋହନ ଟୁଡୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଯାଜପୁର ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଜମରାଜ ଓ ଚିତ୍ରଗୁପ୍ତ ବେଶରେ ରାସ୍ତାରେ ଯାଉଥିବା ମଟର ସାଇକେଲ ଚାଳକ ମାନଙ୍କୁ ହେଲମେଟ ପିନ୍ଧିବା ଏବଂ କାର ଚାଳକ ମାନଙ୍କୁ ସିଟ୍ ବେଲ୍ଟ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ନିୟମ ମାନୁଥିବା ଚାଳକଙ୍କୁ ଗୋଲାପ ପୁଂଲ ଓ ଚକଲେଟ ଦେଇ ସ୍ୱାଗତ କରାଯାଇଥିଲା । ଏଥିରେ ବିଜୁ ଯୁବ ବାହିନିର ସଦସ୍ୟ ଏବଂ ବିିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ ।

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.