ETV Bharat / state

ବୈତରଣୀର ଶାଖା କାଣି ନଦୀରେ 50 ଫୁଟର ଘାଇ, ଓଲଟିଲା ବାଲି ବୋଝେଇ ଟ୍ରକ - dasarathpur flood

ଯାଜପୁର ଦଶରଥପୁର ବ୍ଲକ ବୈତରଣୀର ଶାଖା କାଣି ନଦୀର କଣ୍ଟାପଡା ଠାରେ 50 ଫୁଟ ର ଘାଇ ହୋଇଛି । ହେକ୍ଟରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଛି । ଅଧିକ ପଢନ୍ତୁ...

ବୈତରଣୀର ଶାଖା କାଣି ନଦୀରରେ 50 ଫୁଟର ଘାଇ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ

author img

By

Published : Aug 22, 2020, 12:44 PM IST

ଯାଜପୁର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଏହି କ୍ରମରେ ଯାଜପୁରରେ ଲଗାଣ ବର୍ଷା ଜାରି ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଶାଖା ନଦୀ କାଣୀନଦୀର ଜଳସ୍ତର ବି ବଢୁଛି । ଏହାଦ୍ୱାରା ଯାଜପୁର ଦଶରଥପୁର ବ୍ଲକର କଣ୍ଟାପଡା ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । କଣ୍ଟାପଡା ପୋଲ ଠାରୁ ମାତ୍ର ୫ ମିଟର ମଧ୍ୟରେ ଏକାଧିକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଚଳିତ ବର୍ଷ ମଧ୍ୟ ଅତ୍ୟଧିକ ବନ୍ୟାଜଳ ଓ ଦୁର୍ବଳ ନଦୀବନ୍ଧ ଯୋଗୁଁ ବିଳମ୍ବିତ ରାତିରେ ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଥିବା ଦେଖାଯାଇଛି ।

ବୈତରଣୀର ଶାଖା କାଣି ନଦୀରରେ 50 ଫୁଟର ଘାଇ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ
ବୈତରଣୀର ଶାଖା କାଣି ନଦୀରରେ 50 ଫୁଟର ଘାଇ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ
ବୈତରଣୀର ଶାଖା କାଣି ନଦୀରରେ 50 ଫୁଟର ଘାଇ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ

ବନ୍ୟାପାଣି ଆସିବା ଫଳରେ ଗୋଟିଏ ବାଲିବସ୍ତା ବୋଝେଇ ଟ୍ରକ ମଧ୍ୟ ପୋଲ ଉପରେ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଦୁର୍ବଳ ନଦୀବନ୍ଧ ଯୋଗୁଁ ଗତ ୬ ବର୍ଷ ମଧ୍ୟରେ ଏଠାରେ ୪ ଥର ଘାଇ ସୃଷ୍ଟି ହେଲାଣି । ତଥାପି ମରାମତି ଅତି ଦୁର୍ବଳ ରହୁଥିବାରୁ ଏବଂ ନିମ୍ନମାନର କାମ କାରଣରୁ ବାରମ୍ୱାର ଘାଇ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.