ETV Bharat / state

ବାତ୍ୟା ପରେ ବନ୍ୟା ଚିନ୍ତା: କୋରେଇ ବ୍ଲକରେ ପଶିଲା ପାଣି

author img

By

Published : May 28, 2021, 10:14 AM IST

କୋରେଇ ବ୍ଳକ ଗୌରୁପୁର ପଞ୍ଚାୟତର ନୂଆପାଟଣା ଗାଁରେ ବିଳମ୍ବିତ ରାତିରେ ପଶିଲା ବନ୍ୟା ପାଣି ଲୋକ ଆତଙ୍କିତ । ଅଧିକ ପଢନ୍ତୁ...

କୋରେଇ ବ୍ଲକର ୫ଟି ଗାଁରେ ପଶିଲା ବନ୍ୟା ପାଣି, ଲୋକ ଆତଙ୍କିତ

ଯାଜପୁର: କୋରେଇ ବ୍ଳକ ଗୌରୁପୁର ପଞ୍ଚାୟତର ନୂଆପାଟଣା ଗାଁରେ ବିଳମ୍ବିତ ରାତିରେ ବନ୍ୟା ପାଣି ପଶିବାରୁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରକାଶ ଯୋଗ୍ୟ ଗତ ୨୬ ତାରିଖରେ ବତ୍ୟା ୟସର ଲ୍ୟାଣ୍ଡଫଲ ପରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ବର୍ତ୍ତମାନ ଆକୁଆପଦା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଗାଁ ଭିତରେ ବନ୍ୟା ପାଣି ପଶିବା ଆରମ୍ଭ କଲାଣି।

ଗୁରୁବାର ବିଳମ୍ବିତ ରାତିରେ କୋରେଇ ବ୍ଲକର ୫ଟି ଗାଁରେ ବନ୍ୟା ପାଣି ପଶିବା ଫଳରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ଏହି 5ଟି ଗାଁ । ଵିଶେଷ ଭାବରେ ଏହାର ପ୍ରଭାବ କୋରେଇ ବ୍ଳକ ଗୌରପୁର ପଞ୍ଚାୟତର ନୂଆପାଟଣା ଗାଁରେ ବିଳମ୍ବିତ ରାତିରେ ବନ୍ୟା ପାଣି ପଶିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଉଚ୍ଚ ସ୍ଥାନକୁ ଚାଲିଯାଇଥିବା ଜଣାପଡିଛି । ସେହି ପରି ଯାଜପୁର ଜିଲ୍ଲାର ଦଶରଥପୁର ଓ ବରୀର କିଛି ଗାଁରେ ବନ୍ୟା ପାଣି ପଶିଥିବା ଜଣାପଡିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.