ETV Bharat / state

ବାର୍ଷିକ ଉତ୍ସବରେ ସାଂସଦଙ୍କୁ ଜରାଶ୍ରମ ଦାବି କଲେ ବରିଷ୍ଠ ନାଗରିକ - ଯାଜପୁର ଲୋକସଭା ସାଂସଦ

ଯାଜପୁର ପାଣିକୋଇଲି ଠାରେ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବରିଷ୍ଠ ନାଗରିକମାନେ କୋରେଇ ଅଞ୍ଚଳରେ ଏକ ଜରାଶ୍ରମ ଖୋଲିବା ପାଇଁ ସାଂସଦ ଓ ବିଧାୟକଙ୍କ ନିକଟରେ ଦାବି ଜଣାଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର
author img

By

Published : Sep 29, 2019, 9:43 PM IST

ଯାଜପୁର: ପାଣିକୋଇଲି ଠାରେ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ନାଗରିକ ମଞ୍ଚର ସ୍ମରଣିକା ଉନ୍ମୋଚନ କରାଯାଇଛି । ବରିଷ୍ଠ ନାଗରିକମାନେ କୋରେଇ ଅଞ୍ଚଳରେ ଏକ ଜରାଶ୍ରମ ଖୋଲିବା ପାଇଁ ଉଭୟ ସାଂସଦ ଓ ବିଧାୟକଙ୍କ ନିକଟରେ ଦାବି ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଯାଜପୁର ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ ,ସମ୍ମାନୀତ ଅତିଥି କୋରେଇ ବିଧାୟକ ଅଶୋକ ବଳ, ଯାଜପୁର ଏସ ପି ଚରଣ ସିଂ ମିନା ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଯୋଗଦେଇଛନ୍ତି । ସଭା ଆରମ୍ଭରେ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି ପ୍ରଥମ ବାର୍ଷିକ ଉତ୍ସବରେ ବରିଷ୍ଠ ନାଗରିକ ମାନଙ୍କର ସୁବିଧା ଅସୁବିଧା ଓ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରାଯାଇଛି ।

ବରିଷ୍ଠ ନାଗରିକମାନେ କୋରାଇ ଅଞ୍ଚଳରେ ଏକ ଜରାଶ୍ରମ ଖୋଲିବା ପାଇଁ ସାଂସଦ ଓ ବିଧାୟକଙ୍କ ନିକଟରେ ଦାବି ଜଣାଇଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା କବି ପଣ୍ଡିତ ସୁର୍ଯ୍ୟମଣି ଖୁଣ୍ଟିଆଙ୍କ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବରିଷ୍ଠ ନାଗରିକ ଯୋଗ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:SLUG - SENIOR CITIZEN FUNCTION
FORMAT – AVB
REPORT – Gyanaranjan ojha
PLACE – JAJPUR
DATE –30. 09 . 19
ଆଙ୍କର - ଯାଜପୁର ପାଣିକୋଇଲି ଠାରେ ବରିଷ୍ଠ ନାଗରିକ ମଂଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ ,ସମ୍ମାନୀତ ଅତିଥିଭାବେ କୋରେଇ ବିଧାୟକ ଅଶୋକ ବଳ,ଯାଜପୁର ଏସ ପି ଚରଣ ସିଂ ମିନା ଓ ଉପଜିଲ୍ଲାପା ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଯୋଗଦେଇଥିଲେ । ସଭା ଆରମ୍ଭରେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ବରିଷ୍ଠ ନାଗରିକ ମାନଙ୍କର ସୁବିଧା ଅସୁବିଧା ଓ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକ ମଂଚର ଶ୍ମରଣିକା ଏନ୍ମୋଚନ କରାଯାଇଥିଲା । କୋରାଇ ଅଂଚଳରେ ଏକ ଜରାଶ୍ରମ ଖୋଲିବା ପାଇଁ ସାଂସଦ ଓ ବିଧାୟକଙ୍କ ନିକଟରେ ଦାବୀ ଜଣାଇଥିଲେ । ସେଷରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରଷ୍କାର ପାଇଥିବା କବି ପଣ୍ଡିତ ସୁର୍ଯ୍ୟମଣି ଖୁଣ୍ଟିଆଙ୍କ ସମେତ ଅନ୍ୟ କେତେଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବରିଷ୍ଠ ନାଗରିକ ମାନେ ଆସି ଯୋଗ ଦେଇଥିଲେ ।
ବାଇଟ୍ – ଶର୍ମିଷ୍ଠା ସେଠୀ , ଲୋକସଭା ସାଂସଦ , ଯାଜପୁର
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.