ETV Bharat / state

ନଦୀରେ ବୁଡି ବାପା- ପୁଅ ମୃତ, 4ଲକ୍ଷ ଲେଖାଏଁ ମିଳିବ କ୍ଷତିପୂରଣ - jajpur

ଯାଜପୁରରେ ବଡ ଅଘଟଣ । ଫନି ପାଇଁ ରାଜ୍ୟ ସତର୍କ ହେଉଥିବା ବେଳେ ବିଂଝାରପୁର ବ୍ଲକ ବଗମରା ନିକଟରେ ଖରସ୍ରୋତା ନଦୀରେ ବୁଡି ବାପ-ପୁଅ ମୃତ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର
author img

By

Published : May 2, 2019, 1:27 PM IST

Updated : May 2, 2019, 8:05 PM IST

ଯାଜପୁର: ବାତ୍ୟା ଆସିବା ପୂର୍ବରୁ ଅଘଟଣ । ଫନି ପାଇଁ ରାଜ୍ୟ ସତର୍କ ହେଉଥିବା ବେଳେ ବିଂଝାରପୁର ବ୍ଲକ ବଗମରା ନିକଟରେ ଖରସ୍ରୋତା ନଦୀରେ ବୁଡି ବାପ-ପୁଅ ମୃତ । କ୍ଷତିପୂରଣ ବାବଦକୁ ମୃତକଙ୍କୁ 4 ଲକ୍ଷ ଲେଖାଏଁ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ମୃତ ବାପା ସରୋଜ ରଞ୍ଜନ ବଳ, ଓ ତୃତୀୟ ଶ୍ରେଣୀରେ ପଢୁଥିବା ପୁଅ ଆୟୁସ ବୁଧାବାର ଘରୁ ଯାଇଥିଲେ । ରାତି ହେଲେ ସୁଦ୍ଧା ଉଭୟ ଫରେନଥିରେ । ଏଥିରେ ବ୍ୟସ୍ତବିବ୍ରତ ହୋଇ ପରିବାର ଲୋକେ ସେମାନଙ୍କୁ ଖୋଜିଥିଲେ । ପରେ ନଦୀରୁ ବାପା ଓ ପୁଅଙ୍କ ଶବ ମିଳିଥିଲା ।

ଗାଧୋଇଥିବା ସମୟରେ କୌଣସି କାରଣ ବଶତଃ ଉଭଯ ପାଣିରେ ବୁଡିଯାଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

blank

Conclusion:
Last Updated : May 2, 2019, 8:05 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.