ETV Bharat / state

ଥମିଲା ଫନି, ଯାଜପୁରରେ ଆରମ୍ଭ ହେଲା ସଫେଇ

ଯାଜପୁର ରୋଡ ରେଲୱେ ଷ୍ଟେସନ, ଚଣ୍ଡିଖୋଲ ମାର୍କେଟ, ଅତିରିକ୍ତ କଳିଙ୍ଗ ନଗର ଜିଲ୍ଲାପାଳ ଅଫିସ ଆଦି ଅନେକ ଅଞ୍ଚଳରେ ବଡ଼ବଡ଼ ଗଛମାନ ଉପୁଡି ପଡିଛି । ଗଛ କଟା ଓ ସଫେଇ କାମରେ ଲାଗିଛନ୍ତି ଓଡ୍ରାଫ ଟିମ ।

author img

By

Published : May 3, 2019, 5:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଫନି ପ୍ରଭାବ ଦେଖିବାକୁ ମିଳିଛି । ମିଳିଥିବା ଶେଷ ଖବର ସୁଦ୍ଧା ଯାଜପୁର ରୋଡ ରେଲୱେ ଷ୍ଟେସନ, ଚଣ୍ଡିଖୋଲ ମାର୍କେଟ, ଅତିରିକ୍ତ କଳିଙ୍ଗ ନଗର ଜିଲ୍ଲାପାଳ ଅଫିସ ଆଦି ଅନେକ ଅଞ୍ଚଳରେ ବଡ଼ବଡ଼ ଗଛମାନ ଉପୁଡି ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତେବେ ଓଡ୍ରାଫ ଟିମ ଆଉ ପୋଲିସ ପ୍ରଶାସନ କର୍ମଚାରୀଙ୍କ ଦ୍ବାରା ଗଛ କଟା ଓ ରାସ୍ତା ସଫେଇ କାମ ଚାଲିଛି । ତେବେ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ପବନର ବେଗ 70ରୁ80 କିଲୋମିଟର ପ୍ରତି ଘଣ୍ଟା ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

gfdgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.