ETV Bharat / state

ଆକ୍ସନ ମୋଡରେ ପ୍ରଶାସନ, ଜାରକାରେ ଜବରଦଖଲ ଉଚ୍ଛେଦ ଆରମ୍ଭ - ଜାରକା ବଜାର

ଯାଜପୁର ଜିଲ୍ଳାର ଜାରକା ବଜାରରେ ଶନିବାର ବେଆଇନ ନିର୍ମାଣକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏହି ଜବର ଦଖଲ ଉଚ୍ଛେଦ ପକ୍ରିୟା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ଯାଜପୁର
author img

By

Published : Aug 17, 2019, 10:47 PM IST

ଯାଜପୁର: ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଜବର ଦଖଲ ଉଚ୍ଛେଦ ପକ୍ରିୟା । ଜାରକା ବଜାରରେ ଶନିବାର ଜବରଦଖଲକୁ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ପକ୍ରିୟା ଦୁଇ ଦିନ ଧରି ଚାଲିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ଯାଜପୁର

ଜିଲ୍ଲାର ଜାରକା ଏକ ପ୍ରମୁଖ ସ୍ଥଳ । ଏହି ବଜାର ଦେଇ ଯାଇଛି ଜାତୀୟ ରାଜପଥ । ରାସ୍ତା କଡରେ ଜବର ଦଖଲ ଯୋଗୁଁ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ ଲୋକେ । ବାରମ୍ବାର ଜବର ଦଖଲ ଉଚ୍ଛେଦ ନେଇ ଦାବି ହୋଇଆସୁଥିଲା । ଶେଷରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Sulg –Eviction
Format – Avo
Report – Gyana ranjan ojha
Place – jajpur
Date-17.08.2019
ଆଙ୍କର-
ଯାଜପୁର ଜିଲ୍ଳା ଜାରକା ବଜାରରେ ଆଜି ବେଆଇନ ନିର୍ମାଣକୁ ପ୍ରଶାସନ ହଟାଇବା ସହ ଜବର ଦଖଲକୁ ଉଛେଦ ଆରମ୍ଭ କରିଛି । ଯାଜପୁର ଜିଲ୍ଳାର ଜାରକା ଏକ ପ୍ରମୁଖ ସହର ହୋଇଥିବା ବେଳେ ଜାତୀୟ ରାଜପଥଟି ଏହି ବଜାରକୁ ଦୁଇଭାଗ କରୁଥିବା ବେଳେ ଏକମାତ୍ର ଗଳି ପୋଲ ଯୋଗୁଁ ଜାତାୟତରେ ବହୁ ଅସୁବିଧା ଦେଖାଦେଇଥିଲା । ଏଠାରେ ଦୀର୍ଘଦିନ ହେବ ଏକ ଫ୍ଲାଇ ଓଭର ତିଆରି ହେବା ପାଇଁ ଦାବୀ ହୋଇଆସୁଥିଲା । ବର୍ତମାନ ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଥିବା ବେଳେ ଜାରକା ବଜାରରେ ଫ୍ଲାଇ ଓଭର ନିର୍ମାଣହେବା ଏକ ପ୍ରକାର ସ୍ଥିର ହୋଇଥିବା ଜଣାପଡିଛି । ଏନେଇ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରୀୟା ଆରମ୍ଭ ହୋଇଛି ।ଏହି ଉଛେଦ ଆସନ୍ତା ୧୮ତାରିଖ ଯାଏ ଚାଲିବ ବୋଲି ଜଣାପଡିଛି ।
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.