ETV Bharat / state

ଯାଜପୁର ଜିଲ୍ଲାରେ ଲାଗୁ ସପ୍ତାହନ୍ତ ସଟଡାଉନ

ଶନିବାର ଏବଂ ରବିବାରରେ ଲାଗୁ ହେଉଥିବା ସପ୍ତାହନ୍ତ ସଟଡାଉନରେ ପୁରା ଯାଜପୁର ଜିଲ୍ଲା ସାମିଲ । ଅଧିକ ପଢନ୍ତୁ...

author img

By

Published : Apr 30, 2021, 7:38 PM IST

due to increasing of corona shutdown in jajpur
ସାପ୍ତାହନ୍ତରେ ଯାଜପୁର ଜିଲ୍ଲା ସଟଡାଉନ

ଯାଜପୁର: ଶନିବାର ଏବଂ ରବିବାରରେ ଲାଗୁ ହେଉଥିବା ସପ୍ତାହନ୍ତ ସଟଡାଉନରେ ପୁରା ଜିଲ୍ଲା ସାମିଲ । ସରପଞ୍ଚଙ୍କ ଅନୁରୋଧ କ୍ରମେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼ ଆଜି(ଶୁକ୍ରବାର) ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି ।

ସାପ୍ତାହନ୍ତରେ ଯାଜପୁର ଜିଲ୍ଲା ସଟଡାଉନ

ଯାଜପୁର ଜିଲ୍ଲା ରେଡ଼ ଜୋନରେ ଥିବା ସହ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ଜିଲ୍ଲାରେ ସପ୍ତାହନ୍ତରେ କେବଳ ସହରାଞ୍ଚଳରେ ସଟଡାଉନ ଲାଗୁ କରାଯାଉଥିବା ବେଳେ ପୁରା ଜିଲ୍ଲାକୁ ସଟଡାଉନ କରାଯିବା ବୋଲି ସରପଞ୍ଚ ମାନଙ୍କ ଅନୁରୋଧ କ୍ରମେ ଆଜି ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି ।

ତେବେ କେତେକ ଅତ୍ୟାବଶ୍ୟକୀୟ ସେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଅନୁମତି ପ୍ରଦାନ କରାଯାଇଥିବା କହିଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.